ରାଜ୍ୟକୁ ଓମିକ୍ରନ୍ ଭୟ, ସତର୍କ ରହିବାକୁ କହିଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ… ଓଡ଼ିଶା ସମେତ ୬ ରାଜ୍ୟକୁ ଆଲର୍ଟ
ଦେଶରେ ଏବେ କରୋନା ଭୂତାଣୁର ଓମିକ୍ରନ୍ ଭାରିଆଣ୍ଟକୁ ନେଇ ଚିନ୍ତା ବୃଦ୍ଧି ପାଇଛି । ଜିମ୍ବାୱେରୁ ଫେରିବା ପରେ ଗୁଜୁରାଟର ଜାମନଗର ସହରରେ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି ଜଣେ ୭୨ ବର୍ଷ ବୟସ୍କ ବ୍ୟକ୍ତି । ଗୁରୁବାର ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ହେବା ପରେ ବୃଦ୍ଧଙ୍କ ନମୁନାକୁ ଜେନୋମ କ୍ରମ ପାଇଁ ପଠାଯାଇଥିଲା । ଗୁଜୁରାଟର ସ୍ୱାସ୍ଥ୍ୟ କମିଶନର ଜୟ ପ୍ରକାଶ ଶିଭରେ ନିଶ୍ଚିତ କରିଛନ୍ତି ଯେ, ଏହି ବ୍ୟକ୍ତି ଜଣକ ଓମିକ୍ରନ୍ ଷ୍ଟ୍ରେନରେ […]