ଓଡିଶା

ସାଇଁକୁଳ ଏବଂ ବାତୋରେ ଖୋଲିଲା ଧାନମଣ୍ଡି…

ଘସିପୁରା, ୨୧/୧୨ (ସ୍ମୃତି ରଞ୍ଜନ ବିହାରୀ) : ଆନନ୍ଦପୁର ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ ଆଜି ଖଲଣା ସମବାୟ ସମିତି ଜରିଆରେ ସାଇଁକୁଳ ଠାରେ ଧାନ ମଣ୍ଡିର ଶୁଭାରମ୍ଭ କରାଯାଇ ପ୍ରଥମ ଟୋକନ ପାଇଥିବା ଚାଷିଙ୍କଠାରୁ ଧାନ ସଂଗ୍ରହ କରାଯାଇଛି । ସମବାୟ ସମିତି ସମ୍ପାଦକ ବଳରାମ ସେଠୀଙ୍କ ସଂଯୋଜନାରେ ଅତିଥି ଭାବେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସାଇଁକୁଳ ଶାଖା ପରିଚାଳକ ସ୍ୱଂମସିଦ୍ଧ ସିଦ୍ଧାନ୍ତ ,ସମବାୟ ସଭାପତି ବିଭାସଚନ୍ଦ୍ର ନାୟକ, ପୂର୍ବତନ ସଭାପତି ନନ୍ଦକିଶୋର ବେହେରା,କୋର […]

ଓଡିଶା

ପଞ୍ଚାୟତସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତାଳସର କୃଷି ସେବା ସମବାୟ ସମିତିରେ ପଞ୍ଚାୟତସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସେବା ସମବାୟ ସମିତି ସଭାପତି ପଦ୍ମ ଚରଣ ସ୍ୱାଇଁଙ୍କ ତତ୍ୱାବଧାନରେ ଅନୁଷ୍ଠିତ କର୍ମଶାଳାରେ ଛତ୍ରପୁର ସେବା ସମବାୟ ସମିତି ନିରୀକ୍ଷକ ଜି.କୃଷ୍ଣମୂର୍ତ୍ତି ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ତାଳସର ପଞ୍ଚାୟତର […]