ଓଡିଶା

ସାଇଁକୁଳ ଏବଂ ବାତୋରେ ଖୋଲିଲା ଧାନମଣ୍ଡି…

ଘସିପୁରା, ୨୧/୧୨ (ସ୍ମୃତି ରଞ୍ଜନ ବିହାରୀ) : ଆନନ୍ଦପୁର ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ ଆଜି ଖଲଣା ସମବାୟ ସମିତି ଜରିଆରେ ସାଇଁକୁଳ ଠାରେ ଧାନ ମଣ୍ଡିର ଶୁଭାରମ୍ଭ କରାଯାଇ ପ୍ରଥମ ଟୋକନ ପାଇଥିବା ଚାଷିଙ୍କଠାରୁ ଧାନ ସଂଗ୍ରହ କରାଯାଇଛି । ସମବାୟ ସମିତି ସମ୍ପାଦକ ବଳରାମ ସେଠୀଙ୍କ ସଂଯୋଜନାରେ ଅତିଥି ଭାବେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସାଇଁକୁଳ ଶାଖା ପରିଚାଳକ ସ୍ୱଂମସିଦ୍ଧ ସିଦ୍ଧାନ୍ତ ,ସମବାୟ ସଭାପତି ବିଭାସଚନ୍ଦ୍ର ନାୟକ, ପୂର୍ବତନ ସଭାପତି ନନ୍ଦକିଶୋର ବେହେରା,କୋର […]

ଓଡିଶା

ପାରଳାଖେମୁଣ୍ଡିର ୭୦ ତମ ସମବାୟ ସପ୍ତାହ ଓ ଲୋନ ମେଳା ଅନୁଷ୍ଠିତ

ଗଜପତି, ୧୮/୧୧ (ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ରାଧାରାଣୀ କଲ୍ୟାଣ ମଣ୍ଡପଠାରେ ୭୦ ତମ ସମବାୟ ସପ୍ତାହ ପାଳନ ଓ ଲୋନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଭାପତି ସିବାର ମହାପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମଂଚାସୀନ ଅତିଥି ଭାବେ ଡାଇରେକ୍ଟର ବିଷ୍ଣୁ ପ୍ରିୟା ନାୟକ, କୁରି କୁମାର ଦାଶ, ପ୍ରଶାନ୍ତ ନାୟକ, କିରଣ […]

ଓଡିଶା

ରାଜ୍ୟ ସରକାରଙ୍କ ସମବାୟ ସମିତି ହସ୍ତକ୍ଷେପରେ ଚାଷୀ ହେଉଛନ୍ତି ଉପକୃତ

ସାଲେପୁର : ରାଜ୍ୟ ସରକାରଙ୍କ ପକ୍ଷରୁ ୭0 ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ, ମାହାଙ୍ଗା ବ୍ଲକ କୁଣ୍ଡି ସେବା ସମବାୟ ସମିତି ପ୍ରାଙ୍ଗଣରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୃଷି ଓ କୃଷକମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସମବାୟ ସମିତି ଜରିଆରେ ଅନେକ ବିକାଶ ମୂଳକ କାର୍ଯ୍ୟ ହାତକୁ ନେଇଥିବା ବେଳେ, ଏହା ଦ୍ୱାରା ଗ୍ରାମାଞ୍ଚଳର ଚାଷୀମାନେ ବେଶ ଉପକୃତ ହୋଇପାରୁଛନ୍ତି ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା l […]