ଆସନ୍ତା ୨୬ରେ ଶପଥ ନେବେ ଖଡଗେ । ସମସ୍ତଙ୍କ ନଜର ଖଡଗେ ନିଜେ ନିଷ୍ପତ୍ତି ନେବେ ନା ଗାନ୍ଧୀ ପରିବାରର ରିମୋର୍ଟ କଣ୍ଟ୍ରୋଲରେ ପରିଚାଳିତ ହେବେ
ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସ ନେତୃତ୍ୱର କମାଣ ଯାଇଛି ଜଣେ ଅଣଗାନ୍ଧୀ ପରିବାର ହାତକୁ । କଂଗ୍ରେସର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ସଭାପତି ନିର୍ବାଚନରେ ଶଶୀ ଥରୁରଙ୍କୁ ମାତ୍ ଦେଇ ଅଧ୍ୟକ୍ଷ ଆସନ ହାତେଇଛନ୍ତି ଖଡଗେ । ବର୍ତ୍ତମାନ ସମସ୍ତଙ୍କ ନଜର, ନୂଆ ସଭାପତି ଭାବେ ଖଡଗେ ନିଜେ ନିଷ୍ପତ୍ତି ନେବେ ନା ଗାନ୍ଧୀ ପରିବାରର ରିମୋର୍ଟ କଣ୍ଟ୍ରୋଲରେ ପରିଚାଳିତ ହେବେ । ଆସନ୍ତା […]