ଟ୍ରେଣ୍ଟିଂ ଦେଶ ବିଦେଶ

ମଲ୍ଲିକାର୍ଜୁନ ଖଡଗେଙ୍କୁ ହେଲେ ନୂଆ ଅଧ୍ୟକ୍ଷ

କଂଗ୍ରେସକୁ ମିଳିଲେ ନୂଆ ଅଧ୍ୟକ୍ଷ । ଦୀର୍ଘ ୨୪ ବର୍ଷ ପରେ ଜାତୀୟ କଂଗ୍ରେସକୁ ମିଳିଛି ଅଣ ଗାନ୍ଧୀ ପରିବାରରୁ ଅଧ୍ୟକ୍ଷ । ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଲ୍ଲିକାର୍ଜୁନ ଖଡଗେ ଦଳର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଖଡଗେଙ୍କୁ ମିଳିଛି ମୋଟ ୭,୮୯୭ ଖଣ୍ଡ ଭୋଟ । ସେପଟେ ନିର୍ବାଚନରେ ଖଡଗେଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଶଶୀ ଥରୁରଙ୍କୁ ମାତ୍ର ୧୦୭୨ ଟି ଖଣ୍ଡ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଛି […]