ଓଡିଶା ବ୍ୟବସାୟ

ଆସନ୍ତା ମେ ୧୯ରେ ଆୟୋଜିତ ହେବ ଗ୍ଲୋବାଲ ବିଜନେସ୍ କାର୍ନିଭାଲ୍

ଭୁବନେଶ୍ବର : ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଛି ଏକ ବୃହତ୍ତ ପ୍ରଦର୍ଶନୀ । ଜନତା ମୈଦାନରେ ଆସନ୍ତା ମେ ୧୯ରୁ ୨୯ ପର୍ଯ୍ୟନ୍ତ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ୍‌ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଗ୍ଲୋବାଲ୍ ବିଜନେସ୍ କାର୍ନିଭାଲ୍-୨୦୨୩ ଆୟୋଜିତ ହେବ । ଏଥିରେ ୨୦ଟି ରାଜ୍ୟ ଓ ୧୨ଟି ଦେଶର ବ୍ୟବସାୟୀ ଅଂଶଗ୍ରହଣ କରିବେ । ୧୬ଟି ଏସି ହ୍ୟାଙ୍ଗର ବିଶିଷ୍ଟ ନିର୍ମିତ ଏହି ବୃହତ ପ୍ରଦର୍ଶନୀରେ ରିଅଲ ଇଷ୍ଟେଟ୍‌, କୋଠା ନିର୍ମାଣ ଉପକରଣ, ଆଇଟି, ଷ୍ଟାର୍ଟଅପ୍, ଶିକ୍ଷା, […]