ଦେଶ ବିଦେଶ

କୋଚିନ୍ ସିପୟାର୍ଡରେ ରହିଛି ଶୀତତାପ ନିୟନ୍ତ୍ରିତ ‘ମୁଜିରିସ୍’ଡଙ୍ଗା

ସିପିୟାର୍ଡର ଜାହାଜ ଟର୍ମିନାଲରେ ଆୟୋଜିତ ସମାରୋହରେ କୋଚିନ୍ ସିପୟାର୍ଡ ଏମଡି ମଧୁ ଏସ୍ ନାୟାର, କେଏମ୍ଆରଏଲ୍ ଏମଡି ଲୋକନାଥ ବେହେରା, ତାଙ୍କ ପତ୍ନୀ ମଧୁମିତା ବେହେରା ଏବଂ ଅନ୍ୟମାନେ ଉପସ୍ଥିତ ରହି ବୈଦ୍ୟୁତିକ ଡଙ୍ଗାରେ ଭ୍ରମଣ କରିଛନ୍ତି । ୱାଟର ମେଟ୍ରୋ ସେବା ପାଇଁ କୋଚିନ୍ ସିପୟାର୍ଡ ଦ୍ୱାରା ନିର୍ମିତ ୨୩ ଟି ବ୍ୟାଟେରୀ ଚାଳିତ ବୈଦ୍ୟୁତିକ ଡଙ୍ଗାରୁ ପ୍ରଥମଟି କୋଚି ମେଟ୍ରୋକୁ ହସ୍ତାନ୍ତର କରାଯାଇଛି । ଏବଂ ଏହି ଡଙ୍ଗାର ନାମ ‘ମୁଜିରିସ୍’ ରଖାଯାଇଥିବା ଜଣାପଡିଛି […]