ଓଡିଶା

ହେ ସରକାର ! ଆମେ କୁଆଡେ ଯିବୁ…

ଢେଙ୍କାନାଳ, (ଏଫ୍ଟୁଏସ୍) ୦୬/୦୭ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କନ୍ତାମିଲା ପଞ୍ଚାୟତ ଅନ୍ତର୍ଗତ ଧୁବୋଣିନନ୍ଦର ଗ୍ରାମର ଯୁଧିଷ୍ଠିର ସାହୁ ନାମକ ବ୍ୟକ୍ତିଙ୍କ ଘରକୁ ଗତ ୨୬ ତାରିଖ ବୁଧବାର ଦିନ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ହିନ୍ଦୋଳ ତହସିଲଦାର ଜେସିପି ଲଗାଇ ଭାଙ୍ଗି ଦେବା ଘଟଣାର ସପ୍ତାହେ ପରେ ବି ବିପନ୍ନ ପରିବାରକୁ ଥଇଥାନ କରିବା ତ ଦୂରର କଥା ତହସିଲଦାର ସରକାରୀସ୍ତରରେ ସମସ୍ତ ସାହାଯ୍ୟ ସହଯୋଗ କରିବାକୁ ଦେଇଥିବା ପ୍ରତିଶ୍ରୁତି ଆସ୍ଫଳନ ପାଲଟିଛି । […]

ଓଡିଶା

ଆଇପିଏସ୍ ଡିଏସ କୁଟ୍ଟେଙ୍କୁ ନିଲମ୍ବନ ନିର୍ଦ୍ଦେଶ…

ରାଜ୍ୟର ଦୁଇ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ମିଳିଛି ଇସିଆଇଙ୍କ ନିର୍ଦ୍ଦେଶ । ଆଇପିଏସ୍ ଡିଏସ କୁଟ୍ଟେଙ୍କୁ ନିଲମ୍ବନ ନିର୍ଦ୍ଦେଶ ଏବଂ ଆଇପିଏସ୍ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ନିର୍ଦ୍ଦେଶ । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ୧୯୯୭ ବ୍ୟାଚ୍ ଆଇପିଏସ୍ ଡିଏସ କୁଟ୍ଟେଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ଓ ତାଙ୍କୁ ଆସନ୍ତାକାଲି ଅପରାହ୍ନ ୩ଟା ସୁଦ୍ଧା ଦିଲ୍ଲୀରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଇଭିଏମ୍ ମେସିନ୍ […]

ଓଡିଶା

ତିଳ ତିଳ ହୋଇ ମରୁଛି ପୁଅ; ବାପା ସମ୍ଭାଳୁଛି କୋହ…

ଓଡାପଡା : ମା ଛେଉଣ୍ଡ ଅଭିଆଡ଼ି ଭେଣ୍ଡିଆ ପୁଅ । ଭାଇ ଭଗାରିଆ ସମାଜରେ ସାହାରା କହିଲେ ବୁଢ଼ା ବାପାଟିଏ । ନାଁ ତାଙ୍କର ଆଗକୁ କିଏ -ନାଁ ପଛକୁ କିଏ ଅଛି । ଖଟିଖିଆ ମଳି ମୁଣ୍ଡିଆ ଲୋକ ଏମାନେ । ପର ପାଖରେ ମୂଲ ଲାଗିଲେ ଘରେ ଚୁଲୀ ଜଳୁଥିଲା । ଆଉ ବୁଢ଼ା ବାପା ପେଟରେ ଦାନା ପଶୁଥିଲା । ହେଲେ ଏବେ ବାପା ମନ ଆଉ ବୁଝୁନି । କାରଣ ବାପା […]

ଓଡିଶା

ସୁସ୍ଥ ସମାଜରେ ଆଜି ବି ଉଜ୍ଜିବୀତ ନ୍ୟୁନ ମାନସିକତା

ଢେଙ୍କାନାଳ, ୧୪/୧୨ (ସୁଜିତ୍ କୁମାର ବେହେରା) : ବାପା ଚାଲିଗଲେ ପରପାରିକୁ । ଗୋଟିଏ ବୋଲି ପୁଅ, ହେଲେ ସେ ବି ଅନ୍ଧ । ସମାଜର କ୍ରୂର ନିୟମ ଭିତରେ ବାପାଙ୍କ ଶେଷ ଯାତ୍ରା ପାଇଁ ମିଳିଲାନି ଚାରି କାନ୍ଧ । ଆଉ ଅସହାୟ ହୋଇପଡିଥିଲେ ପରିବାର ଲୋକ । ଏହାରି ଭିତରେ ଅସହାୟ ପରିବାର ଲୋକଙ୍କ ନିମନ୍ତେ ଦେବଦୂତ ହୋଇ ଆସିଲା ‘ଜନ ମଙ୍ଗଳ’ ସଂଗଠନ ।ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ମାହାଲୁଣ୍ଡା ପଞ୍ଚାୟତ ନୂଆପଡ଼ା […]

ଓଡିଶା

ପତିତପାବନ ଡିଗ୍ରୀ ମହାବିଦ୍ୟାଳୟରେ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ…

ଘସିପୁରା,୧୩/୧୨ (ସ୍ମୃତି ରଞ୍ଜନ ବିହାରୀ) : ନୂଆ ଓଡ଼ିଶା ନବୀନ ଓଡିଶା ଯୋଜନାରେ ଘସିପୁରା ବ୍ଲକ ସାଇଁକୁଳ ପତିତପାବନ ଡିଗ୍ରୀ ମହାବିଦ୍ୟାଳୟରେ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଥିରେ ଅଧ୍ୟକ୍ଷ ଶରତ କୁମାର ଜେନା ଏବଂ ଅମୂଲ୍ୟ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ସିଏମଡି ରାଜେନ୍ଦ୍ର କୁମାର ରାଉତ ଏବଂ ସାଇଁକୁଳ ପୂର୍ବତନ ସରପଂଚ ବିଭାଷ ଚନ୍ଦ୍ର ନାୟକ ଯୋଗଦେଇଥିଲେ । ଏଥିରେ +୩ ବିଭାଗର ମୁଖ୍ୟ […]

ଓଡିଶା

କେନ୍ଦ୍ର ସରକାରଙ୍କ ଜନସଚେତନ ରଥରେ ବାଜୁଛି ବିଜେଡି ଗୀତ, ଅଭିଯୋଗ କରି ବିଡିଓଙ୍କୁ ଦାବିପତ୍ର ଦେଲା ବିଜେପି…

ସାଲେପୁର, ୧୩/୧୨ (ଅଭୟ ଜେନା) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମାଣପୁର ଗ୍ରାମ ପଞ୍ଚାୟତରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ବିଷୟରେ ପ୍ରଚାର କରିବା ପାଇଁ ରାଜ୍ୟର ପ୍ରତ୍ୟେକ ବ୍ଲକ ପକ୍ଷରୁ ଏହି ରଥ ପରିକ୍ରମା ପାଇଁ ନିଷ୍ପତି ନିଆଯାଇଥିଲା । ଲକ୍ଷ୍ୟ ଥିଲା ପ୍ରତ୍ୟେକ ପଞ୍ଚାୟତରେ ବ୍ଲକ ପ୍ରଶାସନ କିଭଳି ସୁଚାରୁରୂପେ ଏହି ରଥ ବୁଲିବ ଓ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯିବ ସେଥିପ୍ରତି ଦୃଷ୍ଟି ଦେବେ । ଏହାର ଦାୟିତ୍ୱ […]

ଓଡିଶା

ପ୍ରତିମୂର୍ତ୍ତି ଉଚ୍ଛେଦକୁ ନେଇ ଜନଶୁଣାଣିରେ ଲିଖିତ ଅଭିଯୋଗ କଲେ ଗ୍ରାମବାସୀ…

ଢେଙ୍କାନାଳ, ୧୩/୧୨ (ସୁଜିତ୍ କୁମାର ବେହେରା) : ବାଉଁଶ ପୋଖରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଥାପିତ ଜନୈକ ବ୍ୟକ୍ତି ବିଶେଷଙ୍କ ପ୍ରତିମୂର୍ତ୍ତି ଉଚ୍ଛେଦ ପାଇଁ ଲିଖିତ ଅଭିଯୋଗ କଲେ ବାଉଁଶପୋଖରୀ ଓ କନ୍ତାମିଲା ପଞ୍ଚାୟତର ଶତାଧିକ ଗ୍ରାମବାସୀ । ହିନ୍ଦୋଳ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିରରେ ଏ ନେଇ ଏକ ଲିଖିତ ଅଭିଯୋଗ ଉପସ୍ଥାପିତ ହୋଇଛି । ପ୍ରଶାସନ ପକ୍ଷରୁ ଯଦି ଜିଲ୍ଲାପାଳ ଅଭିଯୋଗ ସମ୍ପର୍କରେ ଉପଯୁକ୍ତ ତଦନ୍ତ ନକରି […]

ଓଡିଶା

ଗୁମ୍ମା ବ୍ଲକ ବିଭିନ୍ନ ସ୍ଥାନରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ…

ଗଜପତି, ୧୨/୧୨ (ବିବେକାନନ୍ଦ ବେହେରା) : ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ ପଂଚାୟତ ଆଜୟଗଡ, ତିବିସିଂ, ତାଲିମ୍ବା, ଲୁହାରା ଏବଂ ବାରୁସିଂ ଇତ୍ୟାଦି ସ୍ଥାନରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ପ୍ରକଳ୍ପ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ଇଞ୍ଜିନିୟର ରୁପେଶ ପାଣଗ୍ରାହୀ ଯୋଗଦାନ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ […]

ଓଡିଶା

ବେଲେଶ୍ୱରରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସହ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟିତ…

ଘସିପୁରା, ୧୨/୧୨ (ସ୍ମୃତି ରଞ୍ଜନ ବିହାରୀ) : ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବେଲବାହାଳି ବେଲେଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟର ୧୬ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ସହ ଯୁବ ଓଡିଶା ନବୀନ ଓଡିଶା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାଯ୍ୟକ୍ରମରେ ବେଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକେଶ୍ୱର ବେହେରା ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଶ୍ରୀଯୁକ୍ତ ଭାଗିରଥି ସେଠି ଯୋଗଦେଇ ଫିତାକାଟି ପତାକା ଉତ୍ତୋଳନ କରି ଶୁଭ ଉଦ୍ଘାଟନ କରିଥିଲେ । […]

ଓଡିଶା

କାଲିଠୁ ଗ୍ରୀଷ୍ମ ଛୁଟି । ପ୍ରଚଣ୍ଡ ତାତିକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କଲେ ରାଜ୍ୟ ସରକାର ।

ବ୍ୟୁରୋ ରିପୋର୍ଟ : ଅସହ୍ୟ ତାତିରେ ସିଜୁଛି ସାରା ଓଡିଶା । ସକାଳ ୮ଟାରୁ ଆକାଶରୁ ନିଆଁ ବର୍ଷୁଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆସନ୍ତାକାଲିଠୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରାଯାଇଛି । ଆଗୁଆ ଗ୍ରୀଷ୍ମକାଳୀନ ଛୁଟି ଘୋଷଣାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ପ୍ରବଳ ତାତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସ୍କୁଲ ଗୁଡ଼ିକୁ ଛୁଟି […]