ଓଡିଶା

ନିଷ୍ପତ୍ତି ଉପରେ ସ୍ପଷ୍ଟୀକରଣ ଦିଅନ୍ତୁ ମୋହନ ସରକାରଙ୍କ…

କନ୍ଧମାଳ, (ଏଫ୍ଟୁଏସ୍) ୧୩/୦୭ : ରାଜ୍ୟରେ ମୋହନ ସରକାରଙ୍କ ଜବରଦଖଲ ନିଷ୍ପତ୍ତିକୁ ବୁଝିପାରିନାହାନ୍ତି ଗରିବ ଜନତା । ଫଳରେ ସେମାନଙ୍କ ମନରେ ଏକ ଭ୍ରାନ୍ତ ଧାରଣା ସୃଷ୍ଟି ହେଉଛି । ଏ ନେଇ ରାଜ୍ୟ ସରକାର ଗରିବ ଜନସାଧାରଣଙ୍କୁ ଆଶ୍ୱସ୍ତି କରାନ୍ତୁ ବୋଲି ମନ୍ତବ୍ୟ ରଖିଛନ୍ତି ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ରାଜ୍ୟ ଉପସଭାପତି ତଥା ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ କୁନା ଦିଗାଲ । ସୂଚନା ଅନୁସାରେ, ମୋହନ ସରକାରରେ ଗୋଟିଏ ମାସ ନ […]

ଓଡିଶା

ଅପାରଗ ବନବିଭାଗ ପାଇଁ ଅନାଶୟରେ ଜୀବନ ହାରୁଛନ୍ତି ନିରୀହ ମଣିଷ

ହାତୀ ଆକ୍ରମଣରେ ମହିଳାଙ୍କ ଶୋଚନୀୟ ମୃତ୍ୟୁଢେଙ୍କାନାଳ, (ଏଫ୍ଟୁଏସ୍) ୦୮/୦୭ : ଢେଙ୍କାନାଳ ଜିଲ୍ଲାର ବନବିଭାଗ ସବୁ କ୍ଷେତ୍ରରେ ଫେଲ ମାରିବା ସହ ନିଜ ଅପାରଗତା ପାଇଁ ସ୍ଥାନୀୟ ଅଞ୍ଚଳରେ ବିଖ୍ୟାତ । ହାତୀ ଆକ୍ରମଣରେ ଦୈନନ୍ଦିନ ମଣିଷ ମରିବା, ଢେଙ୍କାନାଳରେ ଦେହସୁହା ଘଟଣାରେ ପରିଣତ ହୋଇଗଲାଣି । ଖାଲି ଲୋକ ଦେଖାଣିଆ ସମବେଦନା ସାଙ୍ଗକୁ କିଞ୍ଚିତ କ୍ଷତିପୂରଣ ଏହି ଘଟଣାର ସ୍ଥାୟୀ ସମାଧାନ ପାଲଟିଛି । ପ୍ରତ୍ୟେକ ଦିନ ଜଙ୍ଗଲୀ ହାତୀଙ୍କ ଆକ୍ରମଣରେ ସ୍ଥାନୀୟବାସୀ ମୃତ୍ୟୁବରଣ କରୁଥିଲେ […]

ଓଡିଶା

ମନମୋହନ ମୁଖ୍ୟମନ୍ତ୍ରୀ, ନବୀନ ବିରୋଧୀ ଦଳର ନେତା !

ସମୟ କିଛି କ୍ଷଣର । କିଏ ହେବ ରାଜ୍ୟର ପ୍ରଥମ ଭାଜାପା ମୁଖ୍ୟମନ୍ତ୍ରୀ ସେ ନେଇ ସ୍ପଷ୍ଟ ସୂଚନା ମିଳିବ । ଆଜି  ଦୁଇ କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୁପିନ୍ଦର ଯାଦବ ଓଡିଶାରେ ପହଞ୍ଚିବା ପରେ ବିଜେପି ବିଧାୟକ ଦଳ ବୈଠକ ବସିବ । ଏହି ବୈଠକରେ ବିଜେପି ନିଜର ଦଳର ମୁଖିଆଙ୍କ ନାମ ସ୍ପଷ୍ଟ କରିବ ବୋଲି ସୂଚନା ମିଳିଛି । ବିଧାୟକ ସୁରେଶ ପୂଜାରୀଙ୍କ ନାମ ମୁଖ୍ୟମନ୍ତ୍ରୀ ରେସରେ […]

ଓଡିଶା

ବିଜେଡି ଛାଡିବ ଶହେ ୟୁନିଟ୍‌; ବିଜେପି ଆଦୌ ନେବନି ବିଦ୍ୟୁତ୍ ବିଲ୍…

୫ ବର୍ଷ ହେଲା ଶାସନ ବ୍ୟବସ୍ଥାକୁ ହାଇଜାକ୍‌ କରାଯାଇଛି: ସାଂସଦ ଷଡଙ୍ଗୀ ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବିଜେପି ନେତା । ଏହି ଅବସରରେ ଅପରାଜିତା କହିଛନ୍ତି ଯେ ଏଥର ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ସମୟ ଆସିଛି । ନେତା ବାଛିବାକୁ ଯାଉଛୁ ନା କ୍ରୀତଦାସ ବାଛିବାକୁ ଯାଉଛୁ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ବିଜେଡି ନିଜ ନିର୍ବାଚନୀ ଘୋଷଣାପତ୍ରରେ ଆସନ୍ତା ଜୁଲାଇ ମାସରୁ ଉପଭୋକ୍ତାଙ୍କ ନିକଟରୁ ଶହେ ୟୁନିଟ୍‌ […]

ଓଡିଶା

ମଦମୁକ୍ତ ଭାରତ ଗଠନ ପାଇଁ ମଦମୁକ୍ତି ଯୁବବାହିନୀର ସ୍ୱର…

ଢେଙ୍କାନାଳ, ୨୫/୧୨ (ସୁଜିତ୍ କୁମାର ବେହେରା) : ସଂପୂର୍ଣ୍ଣ ମଦ ମୁକ୍ତ ଭାରତ ଗଠନ ପାଇଁ ସଂକଳ୍ପ ବଦ୍ଧ ହୋଇ ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ବ୍ଲକ ମହକୁମାରେ ମଦମୁକ୍ତି ଯୁବବାହିନୀ ପକ୍ଷରୁ ବ୍ୟାପକ ଜନ ସଚତନତା ସୃଷ୍ଟି ପାଇଁ ପଦଯାତ୍ରା କରି କଚେରି ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତମୂିର୍ତ୍ତି ନିକଟରେ ପହଁଞ୍ଚି ମଦର ଭୟାବହତା କିଭଳି ମାନବ ସମାଜକୁ ବିପଥଗାମୀ କରିଛି ସେ ଉଦେ୍ଦଶ୍ୟରେ ରାଜ୍ୟ ସରକାରଙ୍କ ମଦ ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ । […]

ଓଡିଶା

ନୂଆ ଓଡ଼ିଶା ନବୀନ ଓଡ଼ିଶାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ…

କନ୍ଧମାଳ, ୧୩/୧୨ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଟିକାବାଲି ଏ.ଏମ୍.ସି.ଏସ୍ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଟିକାବାଲି ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କଂହର ଯୋଗଦେଇ ନୂଆ ଓଡିଶା, ନବୀନ ଓଡିଶାର ସ୍ୱପ୍ନକୁ ସମସ୍ତେ ସାକାର କରିବା ବୋଲି ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥିଭାବେ ଟିକାବାଲି ଥାନା ସବ୍ ଇନସ୍ପେକ୍ଟର ଶ୍ରୀ ସଞ୍ଜୟ କୁମାର ସ୍ୱାଇଁ, ସମିତି ସଭ୍ୟ […]

ଓଡିଶା

ପଞ୍ଚାୟତ ନିର୍ବାଚନ ପାଇଁ ଲାଗୁ ହେଲା ସାନି ଗାଇଡଲାଇନ

ନିର୍ବାଚନ ପ୍ରଚାର ପାଇଁ ଏସଆରସି ନିଜର ୫ତାରିଖର ନିର୍ଦ୍ଦେଶନାମାକୁ ବଦଳାଇ କରୋନା କଟକଣାକୁ କଠୋର କରିବା ସହ ଆଜି ସାନି ଗାଇଡଲାଇନ୍ ଜାରି କରିଛନ୍ତି । ୫ତାରିଖରେ ଏସଆରସିଙ୍କ ଦ୍ୱାରା ଜାରି ନିର୍ଦ୍ଦେଶରେ ରାଜନୈତିକ କାର୍ଯ୍ୟକ୍ରମ, ରାଲି, ବୈଠକ ଆଦିରେ ସର୍ବାଧିକ ୧୦୦ ଜଣ ଅବା କୋଠରୀରେ ସିଟ୍ କ୍ଷମତାର ୫୦ ପ୍ରତିଶତ ପର୍ଯ୍ୟନ୍ତ ଲୋକଙ୍କୁ ସାମିଲ ହେବାକୁ ଅନୁମତି ମିଳିଥିଲା । କିନ୍ତୁ ନିର୍ବାଚନ କମିଶନରଙ୍କ ଚିଠି ପରେ ଏସଆରସି ଆଜି ପୂର୍ବର ଏହି ନିଷ୍ପତ୍ତିକୁ […]