ରାଜ୍ୟରେ ନାହିଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ !
ନୂଆ ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣା । ଅବାଧରେ ଭେଟୁଛନ୍ତି ଅଫିସର ଏବଂ ନେତା… ରାଜ୍ୟରେ ଏବେ ଆରମ୍ଭ ହୋଇଛି ବିଜେପି ସରକାର । ଜୁନ୍ ୧୨ ତାରିଖରେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ମାଝୀ । ଏହାରି ଭିତରେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ନେଇ ଚର୍ଚ୍ଚା ଜୋର ଧରିଛି । ନୂଆ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଠିକଣା କେଉଁଠି ତାହାକୁ ନେଇ ଚର୍ଚ୍ଚା । କାରଣ ବିଗତ ୨୪ ବର୍ଷ ଧରି ନବୀନ […]