ଓଡିଶା

ଅରକ୍ଷିତଙ୍କ ମୁହଁରେ ହସ ଫୁଟାଇଲେ ଛୋଟ ଏକ ପ୍ରୟାସ ସଂଗଠନ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ କରନ୍ଦା ଗ୍ରାମପଞ୍ଚାୟତ କରନ୍ଦା ଗ୍ରାମର ଗୁଡିସାହିର ଅରକ୍ଷିତ ପ୍ରଧାନ ହେଉଛନ୍ତି ଜଣେ ଦିବ୍ୟାଙ୍ଗ । ତାଙ୍କର ନିଜର କହିଲେ କେହିବି ନାହାନ୍ତି । ହାତ ନଥିବାରୁ ଆଧାର କାର୍ଡ ହୋଇ ପାରୁନଥିଲା ଏବଂ କୌଣସି ସରକାରୀ ସହାୟତା ପାଉନଥିଲେ । ମୁଣ୍ଡ ଗୁଞ୍ଜିବା ପାଇଁ ଚାଳ ଖଣ୍ଡିଏ ନଥିଲା । ଏ ଖବର ପାଇବା ପରେ ଛୋଟ ଏକ ପ୍ରୟାସ ପରିବାର […]