ଓଡିଶା

ଚିତ୍ରୋତ୍ପଳାନଦୀରେ ଗଢି ଉଠିବ ସମ୍ପର୍କର ସେତୁ…

ନିଶ୍ଚିନ୍ତକୋଇଲି : କଟକ ସଦର ନିର୍ବାଚନ ମଣ୍ଡଳୀର ଜନାର୍ଦ୍ଦନପୁର ପଂଚାୟତ ଶନିଶ୍ଚରପୀଠଠାରୁ ଚିତ୍ରୋତ୍ପଳା ନଦୀରେ ଏକ ସ୍ଥାୟୀ ସେତୁ ନିର୍ମାଣ ନିମନ୍ତେ ଏହାର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜନାର୍ଦ୍ଦନପୁର ଶନିଶ୍ଚର ପୀଠରେ ଆୟୋଜିତ ଶିଳାନ୍ୟାସ ସମାରୋହରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗ ଦେଇ କହିଥିଲେ ଯେ,ଏହି ସେତୁ ଏକ ସମ୍ପର୍କର ସେତୁ ହେବ । କଟକ ସଦର ସହିତ ମାହାଙ୍ଗାକୁ ଯୋଡିବାର ଏହା ଏକ […]

ଓଡିଶା

ଚିତ୍ରୋତ୍ପଳା ନଦୀରେ ବୁଲୁଛି ବିରାଟ କୁମ୍ଭୀର…

ନିଶ୍ଚିନ୍ତକୋଇଲି : ଚିତ୍ରୋତ୍ପଳା ନଦୀରେ ଏବେ କୁମ୍ଭୀର । ନିକଟରେ କୁମ୍ଭୀର ଆକ୍ରମଣ ଖବର ଜଣାପଡିବା ପରେ ନଦୀକୂଳିଆ ଲୋକେ ଏବେ ବହୁ ସତର୍କତା ଅବଲମ୍ବନ କରୁଛନ୍ତି । ଏହାରି ଭିତରେ ଜନାର୍ଦ୍ଦନପୁର ପଞ୍ଚାୟତର ମାରଡ଼ା ଗ୍ରାମ ନିକଟରେ ଏକ ବଡ଼ କୁମ୍ଭୀର ଦେଖାଦେଇଥିବା କହିଛନ୍ତି କିଛି ପ୍ରତ୍ୟେକ୍ଷଦର୍ଶ । ସୂଚନା ଅନୁସାରେ, ମାରଡ଼ା ଅଶ୍ୱସ୍ତ ମୂଳ ତୁଠରେ ଥିବା ସ୍ପର ନିକଟରେ ଜନୈକ ବ୍ୟକ୍ତି ନଦୀକୁ ଶୌଚ ହେବାକୁ ଯାଇଥିଲେ । ତେବେ ହଠାତ୍ ପାଣିରେ […]

ଓଡିଶା କଳା ସଂସ୍କୃତି

ସତ୍ୟ ଯୁଗର ଅଲୌକିକ ତୁଳସୀ ଗଛ

ସାଲେପୁର (ଅଭୟ ଜେନା): ସତ୍ୟ ଯୁଗର ଅଲୌକିକ ତୁଳସୀ ଗଛ । ଅନ୍ୟୁନ ୬୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ବୃକ୍ଷର ଚଉଡା ପ୍ରାୟ ୧୦ ଫୁଟ । ଏହି ତୁଳସୀ ଗଛଟି ସାଧାରଣ ତୁଳସୀ ଗଛ ପରି ହୋଇନଥିବା ବେଳେ ପତ୍ରରେ ତୁଳସୀର ନୈସର୍ଗିକ ବାସ୍ନା ଅନୁଭୂତ ହୁଏ ନାହିଁ । ସାଧରଣରେ ଆଲୋଚନା ହୁଏ ଯେ, ଏହା ହେଉଛି ସତ୍ୟ ଯୁଗର ଗଙ୍ଗା ତୁଳସୀ । କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ବାଲିସାହି […]