ଶଙ୍ଖ ଧରିପାରନ୍ତି ପ୍ରକାଶ ଏବଂ ଚିରଞ୍ଜୀବ…
ବିଜେପିରୁ ଇସ୍ତଫା ଦେଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଆଜି ତାଙ୍କ ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଛନ୍ତି । ଇସ୍ତଫା ଦେବା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସଂଗଠନରେ ଯେଉଁମାନଙ୍କ ପ୍ରମୁଖ ଭୂମିକା ରହିଛି ସେମାନଙ୍କୁ ଅଣାଦେଖା କରାଯାଇଛି । ଦଳ ସହିତ ତାଙ୍କର ବିଚାରଗତ ସମସ୍ୟା ରହିଲା । ବୁଝାମଣା ଠିକ୍ ରହିଲା ନାହିଁ । […]