ଓଡିଶା

ଜେଲରେ ଏବେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଜେଲ୍ ଗଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗତ ୧୨ ତାରିଖରେ ବାଣପୁର ବ୍ଲକ ଅଫିସ ସମ୍ମୁଖରେ ଲୋକଙ୍କ ଉପରେ ଗାଡ଼ି ଚଢାଇ ମାରିବାକୁ ଉଦ୍ୟମ ଅଭିଯୋଗରେ ଚିଲିକାର ବାହୁବଳୀ ବିଧାୟକ ଜେଲ୍ ଯାଇଛନ୍ତି । ଗତ ମଙ୍ଗଳବାର ବାଣପୁର ଜେଏମ୍ଏଫସି କୋର୍ଟ ବିଧାୟକଙ୍କ ଜାମିନ୍ ଆବେଦନ ଖାରଜ କରିବା ସହ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ବାହୁବଳୀ ବିଧାୟକଙ୍କୁ ବାଣପୁର ଜେଲକୁ ପଠାଇ ଦିଆଯାଇଛି । ଅପରପକ୍ଷେ ବିଧାୟକଙ୍କ […]

ଓଡିଶା

ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇଲେ ବିଧାୟକ

୩ ବିଜେପି କର୍ମୀଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏହାର ପ୍ରତିବାଦରେ ଖୋର୍ଦ୍ଧା ଜିଲ୍ଲା  ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ବିଧାୟକଙ୍କୁ ଆକ୍ରମଣ କରିଛନ୍ତି ସାଧାରଣ ଜନାତ ।  ଏଥିରେ ବିଧାୟକ ଲହୁଲୁହାଣ ହୋଇଥିବା ସୂଚନା । ତାଙ୍କୁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପଟେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗାଡ଼ି ଚଢ଼ାଇବା ଫଳରେ ଜଣେ ମହିଳା ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବାର ଖବର ମିଳିଛି । ପଞ୍ଚାୟତ […]