ଓଡିଶା

ଚିଲିକାରେ ପକ୍ଷୀ ସୁରକ୍ଷାରେ ଢିଲା, ବଢୁଛି ଅବାଧ ପକ୍ଷୀ ଶିକାର…

ଖୋର୍ଦ୍ଧା, (ଏଫ୍ଟୁଏସ୍) ୧୬/୦୭ : ଖୋର୍ଦ୍ଧା ଜିଲ୍ଲା ଚିଲିକାର ଶୋଭାବର୍ଦ୍ଧନ କରୁଥିବା ବିଦେଶୀ ପକ୍ଷୀଙ୍କ ସୁରକ୍ଷାରେ ଢିଲା । ଦିନକୁ ଦିନ ଚିଲିକାରେ ବିଦେଶୀ ପକ୍ଷୀଙ୍କ ଶିକାର ବଢିବାରେ ଲାଗିଛି । ବନ୍ୟପ୍ରାଣୀ ବିଭାଗ ପକ୍ଷୀଙ୍କ ସୁରକ୍ଷା ଦେବା ଏବଂ ପକ୍ଷୀ ଶିକାରରେ କିପରି ରୋକ୍ ଲଗାଯାଇ ପାରିବ ସେ ଦିଗରେ ସକ୍ଷମ ନୁହଁନ୍ତି । ଏପରିକି ପକ୍ଷୀ ଶିକାର ଦିଗରେ ଜନ ସଚେତନତା ସୃଷ୍ଟି କରିବା ପରିବର୍ତ୍ତେ ଚିଲିକାରେ ଶିକାରୀ ପକ୍ଷୀ ଶିକାର କରିବା ପରେ […]

ଓଡିଶା କଳା ସଂସ୍କୃତି

ଚିଲିକାରେ ଆଜିଠାରୁ ଚାଲିବ ବିଳାସପୂର୍ଣ୍ଣ ହାଉସ ବୋଟ “ଗରୁଡ”

ଚିଲିକାରେ ଆଜିଠାରୁ ଚାଲିବ ବିଳାସପୂର୍ଣ୍ଣ ହାଉସ ବୋଟ “ଗରୁଡ” । ରାଜ୍ୟରେ ପ୍ରଥମଥର ପାଇଁ ପର୍ଯ୍ୟଟକଙ୍କ ଖୁସି ଓ ସୁରକ୍ଷାକୁ ପ୍ରଧାନ୍ୟ ଦିଆଯାଇ ଏଭଳି ଏକ ବିଳାସପୂର୍ଣ୍ଣ ହାଉସ ବୋଟର ବ୍ୟାବସ୍ଥା ହୋଇଛି । ଭିଡିଓ କନଫେରନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ପର୍ଯ୍ୟଟକଙ୍କୁ ‘ ଗରୁଡ଼’ ବୋଟର ମଜା ନେବା ପାଇଁ ୨୦ରୁ୨୫ ହଜାର ଟଙ୍କା ଦେବାକୁ ପଡିବ । ଯାହାକି ୨୪ ଘଣ୍ଟା ପ୍ୟାକେଜ ପାଇଁ ଏହା ଉପଲବ୍ଧ […]

ଓଡିଶା

ଜେଲରେ ଏବେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଜେଲ୍ ଗଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗତ ୧୨ ତାରିଖରେ ବାଣପୁର ବ୍ଲକ ଅଫିସ ସମ୍ମୁଖରେ ଲୋକଙ୍କ ଉପରେ ଗାଡ଼ି ଚଢାଇ ମାରିବାକୁ ଉଦ୍ୟମ ଅଭିଯୋଗରେ ଚିଲିକାର ବାହୁବଳୀ ବିଧାୟକ ଜେଲ୍ ଯାଇଛନ୍ତି । ଗତ ମଙ୍ଗଳବାର ବାଣପୁର ଜେଏମ୍ଏଫସି କୋର୍ଟ ବିଧାୟକଙ୍କ ଜାମିନ୍ ଆବେଦନ ଖାରଜ କରିବା ସହ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ବାହୁବଳୀ ବିଧାୟକଙ୍କୁ ବାଣପୁର ଜେଲକୁ ପଠାଇ ଦିଆଯାଇଛି । ଅପରପକ୍ଷେ ବିଧାୟକଙ୍କ […]

ଓଡିଶା

ଓଡିଶାରେ ଉତରପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାର ପୁନରାବୃତ୍ତି

ଓଡିଶାରେ ଉତରପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାର ପୁନରାବୃତ୍ତି । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଲୋକଙ୍କ ଉପରେ ଗାଡି ଚଢ଼ାଇ ଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଘଟଣା ସ୍ଥଳରେ ୧୫ ବିଜେପି କର୍ମୀ ଓ ୯ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା । ଏଥିସହ ୨ ସାମ୍ବାଦିକ ମଧ୍ୟ ଆହତ ହୋଇଥିବା ସୂଚନା । ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ଗୁରୁତରମାନଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ […]

ଓଡିଶା

ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇଲେ ବିଧାୟକ

୩ ବିଜେପି କର୍ମୀଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏହାର ପ୍ରତିବାଦରେ ଖୋର୍ଦ୍ଧା ଜିଲ୍ଲା  ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ବିଧାୟକଙ୍କୁ ଆକ୍ରମଣ କରିଛନ୍ତି ସାଧାରଣ ଜନାତ ।  ଏଥିରେ ବିଧାୟକ ଲହୁଲୁହାଣ ହୋଇଥିବା ସୂଚନା । ତାଙ୍କୁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପଟେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗାଡ଼ି ଚଢ଼ାଇବା ଫଳରେ ଜଣେ ମହିଳା ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବାର ଖବର ମିଳିଛି । ପଞ୍ଚାୟତ […]