ଓଡିଶା

ଗୁରୁଦିବସରେ ସମାଜ କଲ୍ୟାଣ ପାଇଁ ଶପଥ ପାଠ । ସମାଜରେ ବାଲ୍ୟ ବିବାହ ରୋକିବାରେ ସହଯୋଗ କରିବେ ଶିକ୍ଷକ…

କୋଟପାଡ଼ : ଆଜି ହେଉଛି ସେପ୍ଟେମ୍ବର ୫ ତାରିଖ ପବିତ୍ର ଗୁରୁ ଦିବସ । ଏହି ଅବସରରେ କୋରାପୁଟ ଜିଲ୍ଲା କୋଟପାଡ଼ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଧୁମଧାମରେ ପାଳିତ ହୋଇଯାଇଛି ଗୁରୁଦିବସ । କୋଟପାଡ଼ ସିଦ୍ଧାର୍ଥ ଇଂରାଜୀ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନରେ ଆଜି ଗୁରୁଦିବସ ପାଳିତ ହେବା ସହ, ମାନ୍ୟଗଣ୍ୟ ଅତିଥିଙ୍କ ଉପସ୍ଥିତିରେ ଅନୁଷ୍ଠାନ ପରିସରରେ ଏକ ବୁଦ୍ଧ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ସେହିଭଳି କୋଟପାଡ଼ ପ୍ରାଥମିକ ଶିକ୍ଷକ ସଙ୍ଘ ଦ୍ୱାରା ନିଆରା ଢଙ୍ଗରେ ଗୁରୁ […]