ଓଡିଶା

ସଫଳତାରେ ଆଉ ଏକ ଶୀର୍ଷକୁ ଚଢିଲେ ଓଡ଼ିଆ ଝିଅ ଡ. ଚିଦାତ୍ମୀକା ଖଟୁଆ…

ଭୁବନେଶ୍ୱର, ୧୩/୧୨ (ଅଭିଜତ୍ ସିଂ) : ଓଡ଼ିଆ ଝିଅ ଡ.ଚିଦାତ୍ମୀକା ଖଟୁଆଙ୍କୁ ଏବେ ସବୁଠି ମିଳୁଛି ବାହାବା । ବିଶ୍ୱ ଦରବାରରେ ସେ ରଖିଛନ୍ତି ଓଡ଼ିଶାର ଟେକ । ସକରାତ୍ମକ ପରିବର୍ତ୍ତନ ନିମନ୍ତେ ଗିନିଜ ୱାର୍ଲଡ ରେକର୍ଡ ବିଶ୍ୱର ସର୍ବ ବୃହତ ବହିରେ ନିଜକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛନ୍ତି । ୨୦୨୩ରେ ବିଶ୍ୱର ୨୩ ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କୁ ସମାଜର ସକରାତ୍ମକ ପରିବର୍ତ୍ତନ ପାଇଁ ଚୟନ କରାଯାଇ ଗିନିଜ୍ ବୁକର ପୃଷ୍ଠାରେ ସ୍ଥାନ ଦିଆଯାଇଛି । ଆଇକନିକ […]