ଓଡିଶା

ପଞ୍ଚମ ଦିନରେ ଚେଳିତୋଳ ବାଲିଯାତ୍ରା । ଜମୁଛି ଲୋକଙ୍କ ଭିଡ଼ ।

ଜଗତସିଂହପୁର, ୨/୧୨ (ରୀତା ସାହୁ) : ଜମୁଛି ତିର୍ତ୍ତୋଲ ଗୋପିଆକୁଦସ୍ଥିତ ଚେଳିତୋଳ ବାଲିଯାତ୍ରା । ବାଲିଯାତ୍ରା ଦେଖିବା ପାଇଁ ବଢୁଛି ପ୍ରବଳ ଭିଡ଼ । ଭରପୁର ମନୋରଞ୍ଜନ ସହିତ ରାମଦୋଳି, ଚଟପଟି ଖାଦ୍ୟ ସହିତ ମନୋହରୀ ଦୋକାନରେ ଲାଗିଛି ଗରାଖଙ୍କ ପ୍ରବଳ ଭିଡ଼ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ବାଲିଯାତ୍ରା ମଞ୍ଚ । ବାଲିଯାତ୍ରା ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳ ସହିତ ବାହାରୁ ଆସୁଛନ୍ତି ହଜାର ହଜାର ଜନସାଧାରଣ । ଚେଳିତୋଳ ବାଲିଯାତ୍ରା ପଡ଼ିଆ ହୋଇପଡ଼ିଛି ଉତ୍ସବ […]