ବର୍ଷା ପରେ ଛତିଶଗଡର ମନମାନି । ହୀରାକୁଦକୁ ପଶୁଛି ୭୯ ହଜାର କ୍ୟୁସେକ୍ ପାଣି
ସମ୍ବଲପୁର : ପୁଣି ଛତିଶଗଡ଼ ତାର ମନମାନି ଦେଖାଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଛତିଶଗଡ଼ କଲମା ବ୍ୟାରେଜର ୬୪ଟି ଗେଟ୍ ଖୋଲି ଦେଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଛି । ହୀରାକୁଦ ଜଳଭଣ୍ଡାରକୁ ପ୍ରାୟ ୭୯ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି । ତେବେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୩. ୬୭ ଫୁଟ୍ ପାର କରିଛି । ପ୍ରତିବର୍ଷ ମୌସୁମୀ ସମୟରେ ଛତିଶଗଡ଼ ଏଭଳି ମନମାନି କରିଥାଏ […]