ଓଡିଶା କଳା ସଂସ୍କୃତି

ଆଜି ରସଗୋଲା ଦିବସ । କ୍ଷୀରମୋହନରୁ ଅପଭ୍ରଂଶ ହୋଇ ହୋଇଛି ରସଗୋଲା

ପୁରୀ : ନୀଳାଦ୍ରି ବିଜେବେଳେ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ତାଙ୍କ ମାନଭଞ୍ଜନ କରିବେ କାଳିଆ ସାଆନ୍ତ । ଆଉ ଏହି ଦିନକୁ ଓଡିଆମାନେ ରସଗୋଲା ଦିବସ ଭାବେ ମଧ୍ୟ ପାଳନ କରୁଛନ୍ତି । ପରମ୍ପରା ଅନୁଯାୟୀ ମାନଭଞ୍ଜନ ପାଇଁ ମାଆ ଲକ୍ଷ୍ମୀଙ୍କୁ ରସଗୋଲା ଭେଟି ଦେବେ ମହାପ୍ରଭୁ କାଳିଆ ସାଆନ୍ତ । ସେହି ବିଧି ବ୍ୟବସ୍ଥା ଅନୁଯାୟୀ ରଥ ନିକଟରେ ଭକ୍ତମାନେ ରସଗୋଲା ଭୋଗ କରିଥାନ୍ତି । ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ […]