ଓଡିଶା ବ୍ୟବସାୟ

ସ୍ୱତନ୍ତ୍ର ‘ବ୍ଲିଙ୍ଗ୍ କଲେକ୍ସନ’ ସହ ଚାନ୍ଦିଭଣ୍ଡାରରେ ଦୀପାବଳି, ଧନତେରସ୍ ସେଲିବ୍ରେଶନ…

ଗଢ଼ାମଜୁରି ଉପରେ ୫୦% ପର୍ଯ୍ୟନ୍ତ ରିହାତିଭୁବନେଶ୍ୱର, (ଏଫ୍ଟୁଏସ୍) : ଆଲୋକର ପର୍ବ ଦୀପାବଳି ଏକ ପ୍ରଥା ନୁହେଁ ଏହା ମିତ୍ରତା, ସମୃଦ୍ଧି ଏବଂ ଆନନ୍ଦର ପର୍ବ । ଦୀପାବଳିରେ ଗହଣା ପିନ୍ଧିଲେ ଧନ ପ୍ରାପ୍ତି ହୋଇଥାଏ ଏବଂ ସମୃଦ୍ଧି ମିଳେ ବୋଲି ବିଶ୍ୱାସ ରହିଛି । ଦୀପାବଳିର ଆଲୋକକୁ ଆହୁରି ଉଜ୍ଜ୍ୱଳ କରିବା ପାଇଁ ରୁପା ଗହଣାର ଅନ୍ୟତମ ଅଗ୍ରଣୀ ଷ୍ଟୋର ‘ଚାନ୍ଦିଭଣ୍ଡାର’ ଏହାର ସ୍ୱତନ୍ତ୍ର ‘ବ୍ଲିଙ୍ଗ୍ କଲେକ୍ସନ’ର ଉପସ୍ଥାପନ କରିଛି । ୯୨.୫% ଶୁଦ୍ଧତା ଯୁକ୍ତ […]

ଓଡିଶା ବ୍ୟବସାୟ

ଚାନ୍ଦି ଭଣ୍ଡାରରେ ଅକ୍ଷୟ ତୃତୀୟା ସେଲିବ୍ରେସନ୍…

ରୁପା ଗହଣା, ଆର୍ଟିଫାକ୍ଟ ଗଢ଼ା ମଜୁରିରେ ୫୦% ପର୍ଯ୍ୟନ୍ତ ରିହାତିଭୁବନେଶ୍ୱର : ଚାନ୍ଦି ଭଣ୍ଡାର ନେଇଆସିଛି ଅକ୍ଷୟ ତୃତୀୟା ସେଲିବ୍ରେସନ୍ । ଏଥିଲାଗି ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ବଢ଼ାଇବା ପାଇଁ ରୁପା ଗହଣାର ଏକ୍ସକ୍ଲୁସିଭ୍ ଷ୍ଟୋର ‘ଚାନ୍ଦି ଭଣ୍ଡାର’ ଆଣିଛି ସ୍ୱତନ୍ତ୍ର ଅଫର । ଏହା ଅନ୍ତର୍ଗତ ଗ୍ରାହକ ରୁପା ଗହଣା ଏବଂ ଆର୍ଟିଫାକ୍ଟର ଗଢ଼ା ମଜୁରି ଉପରେ ୫୦% ପର୍ଯ୍ୟନ୍ତ ରିହାତି ପାଇପାରିବେ । ଏ ଅଫର ଚଳିତ ମାସ ୨୬ ତାରିଖରୁ ଆରମ୍ଭ ହୋଇ […]

ଓଡିଶା ବ୍ୟବସାୟ

ଚାନ୍ଦି ଭଣ୍ଡାରର ଦୀପାବଳି ଅଫର…

ଭୁବନେଶ୍ୱର : ଆଲୋକର ପର୍ବ ଦୀପାବଳି ଦେବୀ ଲକ୍ଷ୍ମୀଙ୍କ ସହ ଜଡ଼ିତ । ଦୀପାବଳି ଏବଂ ଧନତେରସରେ ଗହଣା କିଣିବାକୁ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳେ । ଦୀପାବଳି ମାତ୍ର ଏକ ପର୍ବ କିମ୍ବା ପ୍ରଥା ନୁହେଁ, ଏହା ହେଉଛି ପରିବାର ଏବଂ ବନ୍ଧୁଜନଙ୍କୁ ଏକତ୍ର କରୁଥିବା ଏକ ସୁଯୋଗ । ଏହି ସେଲିବ୍ରେଶନକୁ ବଢ଼ାଇବା ପାଇଁ ରୁପା ଗହଣାର ଅନ୍ୟତମ ଅଗ୍ରଣୀ ବ୍ରାଣ୍ଡ ‘ଚାନ୍ଦି ଭଣ୍ଡାର’ ଏହାର ସ୍ୱତନ୍ତ୍ର ‘ବ୍ଲିଙ୍ଗ୍ କଲେକ୍ସନ’ର ଶୁଭାରମ୍ଭ କରିଛି […]

ଓଡିଶା ବ୍ୟବସାୟ

ଗଢ଼ା ମଜୁରିରେ ଫ୍ଲାଟ୍ ୩୦% ରିହାତି ପ୍ରଦାନ କରୁଛି ଚାନ୍ଦି ଭଣ୍ଡାର…

ଭୁବନେଶ୍ୱର : ରୁପା ଗହଣାର ଏକ୍ସକ୍ଲୁସିଭ୍ ବ୍ରାଣ୍ଡ ଚାନ୍ଦି ଭଣ୍ଡାର ପକ୍ଷରୁ ଭୁବନେଶ୍ୱରସ୍ଥିତ ରସୁଲଗଡ଼ରେ ଏକ ବ୍ରାଣ୍ଡ ନ୍ୟୁ ଷ୍ଟୋର ଖୋଲିଯାଇଛି । ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ରୁପା ଗହଣାର ପ୍ରମୁଖ ସ୍ଥଳ ଭାବେ ଏହା ଚାନ୍ଦି ଭଣ୍ଡାରର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ନୂଆ ଷ୍ଟୋରରେ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ କାଳଜୟୀ ଅକ୍ସିଡାଇଜଡ ସିଲଭର ଗହଣାର ବ୍ୟାପକ ସମ୍ଭାର ଉପଲବ୍ଧ । ଏଠାରେ ବ୍ରାଣ୍ଡର ଅତ୍ୟାଧୁନିକ ତଥା ନୂଆ ‘ଆର୍ଯ୍ୟ’ ଏବଂ ‘ଆମୋଘ […]

ଓଡିଶା ବ୍ୟବସାୟ

ଦଶହରା ଉପହାର ଆଣିଛି ଚାନ୍ଦି ଭଣ୍ଡାର…

ଭୁବନେଶ୍ବର : ଦୀର୍ଘ ୧୦ ବର୍ଷର ମାଇଲଖୁଣ୍ଟ ପାର୍ କଲା ଓଡିଶାର ଅନ୍ୟତମ ଗହଣା ବ୍ରାଣ୍ଡ “ଚାନ୍ଦି ଭଣ୍ଡାର” । ଦଶମ ବାର୍ଷିକୀ ପାଳନ କରିବାକୁ ଯାଇ ଚାନ୍ଦି ଭଣ୍ଡାର ଆଣିଛି “ଆର୍ଯ୍ୟ” କଲେକ୍ସନ । କାଳଜୟୀ ଅକ୍ସିଡାଇଜ୍ଡ ରୁପା ଏବଂ ଚମକଯୁକ୍ତ ଅର୍ଦ୍ଧ-ମୂଲ୍ୟବାନ ରତ୍ନପଥରର ଆକର୍ଷଣୀୟ ମିଶ୍ରଣ ହେଉଛି ଏହି କଲେକ୍ସନ  । ଏହି ଅବସରରେ ଚାନ୍ଦି ଭଣ୍ଡାରର ନିଦେ୍ର୍ଦଶିକା ଲିପସା ହଂସ କହିଛନ୍ତି ଯେ, ଆମକୁ ପ୍ରତିଦିନ ପ୍ରେରିତ କରୁଥିବା ଆଧୁନିକ ମହିଳାଙ୍କ ଅଦମ୍ୟ […]

ଓଡିଶା ବ୍ୟବସାୟ

ରୁପା ଗହଣାର ଗଢ଼ା ମୂଲ୍ୟରେ ଫ୍ଲାଟ୍ ୫୦ ପ୍ରତିଶତ ରିହାତି ପ୍ରଦାନ କରୁଛି ଚାନ୍ଦି ଭଣ୍ଡାର…

ଭୁବନେଶ୍ୱର : ରୁପା ଗହଣାର ଅନ୍ୟତମ ସୋ’ରୁମ୍ ଚାନ୍ଦି ଭଣ୍ଡାର ଭୁବନେଶ୍ୱରରେ ଏହାର ଦୁଇଟି ବ୍ରାଣ୍ଡ ନ୍ୟୁ ଷ୍ଟୋର ଖୋଲିଛି । ଗୋଟିଏ ଜନପଥରେ ଏବଂ ଅନ୍ୟଟି ସୌଭାଗ୍ୟ ନଗରରେ ଖୋଲାଯାଇଛି । ଜନପଥ ଷ୍ଟୋରକୁ ଓଲିଉଡ୍ ଷ୍ଟାର ଶୈଳେନ୍ଦ୍ର ସାମନ୍ତରାୟ ଉଦଘାଟିତ କରିଛନ୍ତି । ଏହା ସହ ସମାନ ଦିନରେ ସୌଭାଗ୍ୟ ନଗରରେ ମଧ୍ୟ ନୂଆ ଷ୍ଟୋର ଉଦଘାଟିତ ହୋଇଛି । ଏହି ଅବସରରେ ରୁପା ଗହଣାର ଗଢ଼ା ମୂଲ୍ୟରେ ଫ୍ଲାଟ୍ ୫୦ ପ୍ରତିଶତ ରିହାତି […]