ଓଡିଶା

ଚଡକ ପର୍ବ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲେଶ୍ବର : ଦୀର୍ଘ ୩ ବର୍ଷ ପରେ ସାର୍ବଜନୀନ ଭାବେ ପାଳନ ହେବ ବାବା ଚନ୍ଦନେଶ୍ଵର ମହାଦେବଙ୍କ ଚଡ଼କ ପର୍ବ I ଏ ନେଇ ଚନ୍ଦନେଶ୍ଵରସ୍ଥିତ ଯାତ୍ରୀ ନିବାସରେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏପ୍ରିଲ ୩ ତାରିଖରେ ମହାଦେବଙ୍କ ରୁଦ୍ରାଭିଷେକ କାର୍ଯ୍ୟକ୍ରମରୁ ଚଡକ ପର୍ବର ଶୁଭାରମ୍ଭ ହେବ । ଏହି ପର୍ବ ଆସନ୍ତା ୧୫ରେ ଓଡ଼ିଆ ନବବର୍ଷରେ ଶେଷ ହେବ । ଏପ୍ରିଲ ୧୨ ତାରିଖରେ ପବିତ୍ର ‘ଶିବ-କାମୀନା […]