ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟରେ ଆନ୍ତର୍ଜାତୀୟ ଭୌଗୋଳିକ ସୂଚନା ପ୍ରଣାଳୀ ଦିବସ ପାଳିତ…
ଭୁବନେଶ୍ୱର : ସିଭିଲ୍ ଇଞ୍ଜିନିୟରିଂ ବିଭାଗ,ଡାଟା ସାଇନ୍ସ ଏବଂ ମେସିନ୍ ଲର୍ନିଂ ବିଭାଗ, ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଏମ୍. ଏସ୍. ସ୍ଵାମୀନାଥନ୍ ସ୍କୁଲ ଅଫ ଏଗ୍ରୀକଲ୍ଚର ଏବଂ ସ୍କୁଲ ଅଫ ଏଗ୍ରୀକଲ୍ଚର ଓ ବାୟୋ-ଇଞ୍ଜିନିୟରିଂର ମିଳିତ ଆନୁକୂଲ୍ୟରେ “ଆନ୍ତର୍ଜାତୀୟ ଭୌଗୋଳିକ ସୂଚନା ପ୍ରଣାଳୀ (ଜି ଆଇ ଏସ୍) ଦିବସ–୨୦୨୩,ହାଇବ୍ରିଡ୍ ମୌଖିକ ଏବଂ ପୋଷ୍ଟର ଉପସ୍ଥାପନା” ୧୫ ନଭେମ୍ବର ୨୦୨୩ ରେ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ, ପାରଳାଖେମୁଣ୍ଡିରେ ‘ଭୌଗୋଳିକ ପ୍ରଯୁକ୍ତିବିଦ୍ୟା ଏବଂ […]