କେନ୍ଦ୍ରୀୟ ଯୋଜନା ବାଟମାରଣା ବିରୋଧରେ ବିକ୍ଷୋଭ
ବେଗୁନିଆପଡା: କେନ୍ଦ୍ରୀୟ ଯୋଜନା ବାଟମାରଣା ଏବଂ ପଞ୍ଚାୟତରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବୁରୁଝୁରୀ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲା ଭାରତୀୟ ଜନତା ପାର୍ଟି । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର କୃଷକ ମୋର୍ଚ୍ଚା, ରାଜ୍ୟ ବିଜେପି ପରିଷଦ ସଦସ୍ୟ ପ୍ରତାପ ନାୟକଙ୍କ ନେତୃତ୍ବରେ ବିଜେପି କାର୍ଯ୍ୟକର୍ତ୍ତା, ଦଳୀୟ ପଦାଧିକାରୀ ଓ ସାଧାରଣ ଜନତା ଏହି ଘେରାଉରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ପଞ୍ଚାୟତରେ ତୁରନ୍ତ ଧାନମଣ୍ଡି […]