ଓଡିଶା

ରାଜ୍ୟ ସରକାରଙ୍କ ଉପରେ ଗର୍ଜିଲେ ସଂଖ୍ୟା ଲଘୁ ରାଷ୍ଟ୍ରମନ୍ତ୍ରୀ ଜନ ବର୍ଲା

କୋରାପୁଟ ଗସ୍ତରେ ରାଜ୍ୟ ସଂଖ୍ୟା ଲଘୁ ରାଷ୍ଟ୍ରମନ୍ତ୍ରୀ ଜନ ବର୍ଲା । ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କ ଯୋଜନା ସଂଖ୍ୟା ଲଘୁ ଲୋକଙ୍କ ନିକଟରେ ପହଁଞ୍ଚୁଛି ନା ନାହିଁ ସେ ନେଇ ସମୀକ୍ଷା କରିଛନ୍ତି । କୋଟପାଡ଼ ନିର୍ବାଚନ ମଣ୍ଡଳୀର ବିଜାପୁରରେ ଶ୍ରୀ ବର୍ଲାଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିଥିଲେ ବିଜେପିର କାର୍ଯ୍ୟକର୍ତ୍ତା । ସମୀକ୍ଷା ପରେ ସେ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଥିଲେ । ହିତାଧିକାରୀଙ୍କ ପାଖକୁ କେନ୍ଦ୍ର ସରକାରଙ୍କ ଯୋଜନା ନ ପହଞ୍ଚିବା […]

ଦେଶ ବିଦେଶ

ଜାନୁଆରୀ ୨୩ରୁ ପାଳନ ହେବ ଗଣତନ୍ତ୍ର ଦିବସ

ଦେଶର ଗଣତନ୍ତ୍ର ଉତ୍ସବ ପାଳନକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ବିଶେଷ କରି ଜାନୁଆରୀ ୨୬ରେ ଦେଶରେ ଗଣତନ୍ତ୍ର ଦିବସ ପାଳନ କରାଯାଇଥାଏ । ହେଲେ କିଛିବର୍ଷ ହେବ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ଜାନୁଆରୀ ୨୪ରୁ ଗଣତନ୍ତ୍ର ଦିବସ ପାଳନ କରାଯାଉଥିଲା । ଏବେ ପୁଣି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ଏହା ପ୍ରତିବର୍ଷ ଜାନୁଆରୀ ୨୩ ରୁ ପାଳନ ଆରମ୍ଭ କରାଯିବ । ଅର୍ଥାତ ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ […]