ପଦ୍ମ ଧରିଲେ ଅବସରପ୍ରାପ୍ତ ସେନା କର୍ମଚାରୀ…
କୋଟପାଡ଼ : ମୋଦି ସରକାରଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପଦ୍ମ ଧରିଲେ ଅବସରପ୍ରାପ୍ତ ସେନା କର୍ମଚାରୀ । କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ବିଶେଶ୍ୱର ଟୁଡୁଙ୍କ କୋଟପାଡ଼ ଗ୍ରସ୍ତ ସମୟରେ କୋଟପାଡ଼ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ଏବଂ କଂଗ୍ରେସ କର୍ମୀ କେନ୍ଦ୍ର ସରକାରଙ୍କ ଉପରେ ଆସ୍ଥା ଏବଂ ବିଶ୍ୱାସ ରଖି ବିଜେପିରେ ଯୋଗ ଦେଇଛନ୍ତି । ଏହି ଅବସରରେ ୫ ଜଣ ଅବସର ପ୍ରାପ୍ତ ସେନା କର୍ମଚାରୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି […]