ଏଣିକି ୧୮ ବର୍ଷ ନୁହେଁ, ଝିଅଙ୍କ ବିବାହ ବୟସ ସର୍ବନିମ୍ନ ୨୧ ବର୍ଷ ହେବ…
ବଦଳିଲା ଝିଅଙ୍କ ବିବାହ ବୟସ ସୀମା । ଏବେ ୧୮ ବର୍ଷ ପରିବର୍ତ୍ତେ ଝିଅଙ୍କ ସର୍ବନିମ୍ନ ବିବାହ ବୟସ ସୀମା ୨୧ ବର୍ଷକୁ ବୃଦ୍ଧି ହୋଇଛି । ବର୍ଷକ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ପ୍ରସ୍ତାବ ଉପରେ ସମୀକ୍ଷା କରାଯାଉଥିବା ସୂଚନା ଦେଇଥିଲେ । ଏହାପରେ ଗତବର୍ଷ ଜୁନ ମାସରେ ୧୦ ଜଣିଆ ଟାସ୍କ ଫୋର୍ସ ଗଠିତ ହୋଇଥିଲା । ଏଥିରେ ଟପ୍ ବିଶେଷଜ୍ଞ ଡା ଭିକେ ପଲ୍, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ମହିଳା ଓ […]