ମନୋରଞ୍ଜନ

ହାପି ବାର୍ଥ ଡେ କିଙ୍ଗ ଖାନ୍

ଆଜି ହେଉଛି ବଲିଉଡ୍‌ର ବାଦଶାହା କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ଙ୍କ ଜନ୍ମଦିନ । 57 ବର୍ଷ ବୟସରେ ପାଦ ଥାପିଲେ କିଙ୍ଗ୍ ଖାନ୍ । ତାଙ୍କ ଜନ୍ମଦିନ ଅବସରରେ ଆଜି ବଲିଉଡ ତଥା ହଲିଉଡ ଜଗତର ବହୁ ନାମୀଦାମୀ ବ୍ୟକ୍ତିତ୍ୱ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶାହାରୁଖ ତାଙ୍କ ପୁଅ ଆବରାମଙ୍କ ସହିତ ମିଶି ମୁମ୍ବାଇ ସ୍ଥିତ ବାସଭବନ ମନତ୍ ରୁ ନିଜ ପ୍ରଶଂସକଙ୍କୁ ଜନ୍ମଦିନର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି । 1୯୬୫ ମସିହା ଆଜିର ଦିନରେ […]