ଦେଶ ବିଦେଶ

ଶେଷ ଯାତ୍ରାରେ ସିଡିଏସ ବିପିନ ରାୱତ

 ଅନ୍ତିମ ଯାତ୍ରାରେ ସିଡିଏସ ବିପିନ ରାୱତ । ଦିଲ୍ଲୀ ସ୍ଥିତ ବରାର ସ୍କୋୟାରରେ ହେବ ଦେଶର ପ୍ରଥମ ସିଡିଏସଙ୍କ ଅନ୍ତିମ ସଂସ୍କାର । ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହ ସିଡିଏସ ଏବଂ ତାଙ୍କ ପତ୍ନୀଙ୍କର ଶବ ସଂସ୍କାର କରାଯିବ । ପ୍ରୋଟକଲ୍‌ ଅନୁସାରେ, ଜେନେରାଲ୍‌ ରାୱତ୍‌ଙ୍କୁ ୧୭ ତୋପ ସଲାମୀ ଦିଆଯିବ । ୮୦୦ ସେନା କର୍ମଚାରୀ ଶବ ସଂସ୍କାରରେ ଯୋଗ ଦେବେ । ତାଙ୍କ ପରିବାର ଲୋକେ ଚିତାରେ ଅଗ୍ନି ସଂଯୋଗ କରିବେ । ତାଙ୍କର ଶବ […]

ଦେଶ ବିଦେଶ

ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱଣେ ହୋଇପାରନ୍ତି ନୂଆ ସିଡିଏସ୍

ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କ ପରଲୋକ ହେବା ପରେ ଏବେ ନୂଆ ସିଡିଏସ କିଏ ହେବେ ସେ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଗତ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ସୁରକ୍ଷା କମିଟି ବୈଠକରେ ଏ ସଂପର୍କରେ ଆଲୋଚନା ହୋଇଛି ଏବଂ ଖୁବ୍‌ଶୀଘ୍ର ସିଡିଏସ ପଦ ପାଇଁ ନାମ ଘୋଷଣା ହେବ ବୋଲି ଜଣାପଡ଼ିଛି । ବିପିନ ରାୱତଙ୍କ ମୃତ୍ୟୁ ପରେ ସେନା ମୁଖ୍ୟ ମନୋଜ ମୁକୁନ୍ଦ […]

ଦେଶ ବିଦେଶ

ବାୟୁସେନା ହେଲିକପ୍ଟର କ୍ରାଶ ଘଟଣାରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି, ସଙ୍କଟରେ ସିଡିଏସ୍ ଜେନେରାଲ

ବାୟୁସେନାର ହେଲିକପ୍ଟର କ୍ରାଶ ଘଟଣାରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି । ହେଲିକପ୍ଟରରେ ସିଡିଏସ୍‌ ଜେନେରାଲ ବିପନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣ ରହିଥିବା ସୂଚନା । ତେବେ ସିଡିଏସଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସେନା କିମ୍ବା ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ବିସ୍ତୃତି ମିଳିପାରି ନାହିଁ । ଆସନ୍ତାକାଲି ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତଥ୍ୟ ଉପସ୍ଥାପନ କରିବେ । ଆଜି ସନ୍ଧ୍ୟା ୬.୩୦ରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକ ବସିବ […]