ଶେଷ ଯାତ୍ରାରେ ସିଡିଏସ ବିପିନ ରାୱତ
ଅନ୍ତିମ ଯାତ୍ରାରେ ସିଡିଏସ ବିପିନ ରାୱତ । ଦିଲ୍ଲୀ ସ୍ଥିତ ବରାର ସ୍କୋୟାରରେ ହେବ ଦେଶର ପ୍ରଥମ ସିଡିଏସଙ୍କ ଅନ୍ତିମ ସଂସ୍କାର । ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହ ସିଡିଏସ ଏବଂ ତାଙ୍କ ପତ୍ନୀଙ୍କର ଶବ ସଂସ୍କାର କରାଯିବ । ପ୍ରୋଟକଲ୍ ଅନୁସାରେ, ଜେନେରାଲ୍ ରାୱତ୍ଙ୍କୁ ୧୭ ତୋପ ସଲାମୀ ଦିଆଯିବ । ୮୦୦ ସେନା କର୍ମଚାରୀ ଶବ ସଂସ୍କାରରେ ଯୋଗ ଦେବେ । ତାଙ୍କ ପରିବାର ଲୋକେ ଚିତାରେ ଅଗ୍ନି ସଂଯୋଗ କରିବେ । ତାଙ୍କର ଶବ […]