ଓଡିଶା

ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ସାଲେପୁର ପବ୍ଲିକ ସ୍କୁଲର ଶତପ୍ରତିଶତ ସଫଳତା

ସାଲେପୁର, (ଫ୍ରିଟୁସ୍ପିକ୍/ ଅଭୟ ଜେନା) : ସାଲେପୁର ମାଛୁଆତି ସ୍ଥିତ ସାଲେପୁର ପବ୍ଲିକ ସ୍କୁଲର ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଶତପ୍ରତିଶତ ଫଳାଫଳ କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି । ବିଦ୍ୟାଳୟର ଶୁଭମ ସ୍ୱରୂପ ପ୍ରଧାନ ୯୮%, ସୌମ୍ୟ ରଞ୍ଜନ ରାଉତ ୯୭%, ନିର୍ଲିପ୍ତା ପ୍ରିୟଦର୍ଶିନୀ ପ୍ରଧାନ ୯୬.୫% ହାସଲ କରି ବ୍ଲକରେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଅନୁଷ୍ଠାନ ତଥା ଅଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି । […]

ଓଡିଶା

ପ୍ରକାଶ ପାଇଲା ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

ପ୍ରକାଶ ପାଇଲା ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ସିବିଏସଇ ଦଶମ ପାସ ହାର ୯୩.୧୨% ରହିଛି । ଭୁବନେଶ୍ୱର ରିଜିଅନ ପାସ୍ ହାର ୯୩.୬୪% ରହିଛି । ତ୍ରିବେନ୍ଦ୍ରମ୍ ରିଜିଅନ ୯୯.୬୮% ସହ ଶୀର୍ଷରେ ରହିଛି । ଚଳିତ ବର୍ଷ ମୋଟ ୨୧ଲକ୍ଷ ୮୪ ହଜାର୧୧୭ ଜଣ ଶିକ୍ଷାର୍ଥୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୨୧ ଲକ୍ଷ ୬୫ ହଜାର ୮୦୫ ଜଣ ପରୀକ୍ଷା ଦେଇଥିଲେ । […]