ଦେଶ ବିଦେଶ

କୋଭିଡ କଟକଣାକୁ ମାନି ପରୀକ୍ଷା ଦେଉଛନ୍ତି ସିବିଏସ୍ଇ ଦଶମ,ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ

ଆଜିଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ, ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ଟର୍ମ-୨ ପରୀକ୍ଷା ଆରମ୍ଭ ହୋଇଛି । ଅଫଲାଇନରେ ହେବାକୁ ଥିବା ଏହି ପରୀକ୍ଷା ପ୍ରାୟ ୫୦ ଦିନ ଚାଲିବ । ସାରା ଦେଶରୁ ଦଶମରେ ପ୍ରାୟ ୨୧ ଲକ୍ଷ ୧୬ ହଜାର ପିଲା ପରୀକ୍ଷା ଦେବାକୁ ଥିବାବେଳେ ଦ୍ୱାଦଶରେ ୧୪ ଲକ୍ଷ ୫୪ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଓଡ଼ିଶାରୁ ଚଳିତବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୧୮ ହଜାର ପିଲା […]