ଓଡିଶା

ସୁନାବେଶ ଏବଂ ଅଧରପଣାରେ ପୁରୀକୁ ୭୬ ଟି ସ୍ୱତନ୍ତ୍ର ଟ୍ରେନ…

ମହଣ ମହଣ ରତ୍ନ ଅଳଙ୍କାରରେ ଆଭୂଷିତ ହେବେ ମହାବାହୁବ୍ୟୁରୋ, (ଏଫ୍ଟୁଏସ୍) ୧୬/୦୭ : ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ । ନବଦିନାତ୍ମକ ଲୀଳାଖେଳା ସାରି ପବିତ୍ର ଆଷାଢ ଶୁକ୍ଳପକ୍ଷ ଦଶମୀ ତିଥି ଅବସରରେ ବିଶ୍ୱନିୟନ୍ତା ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ମା’ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି । ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାରରେ ପହଞ୍ଚିଛନ୍ତି । ସିଂହଦ୍ୱାରରେ ରଥାରୂଢ଼ […]

ଓଡିଶା କଳା ସଂସ୍କୃତି

କାଳିଆଠାକୁରଙ୍କ ନନ୍ଦିଘୋଷ ଭାଙ୍ଗିବେ ଅଭିମାନିନୀ ଶ୍ରୀଦେବୀ

ବ୍ୟୁରୋ ରିପୋର୍ଟ : ଆଜି ହେଉଛି ଶ୍ରୀଜିଉଙ୍କ ଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିନ ଅର୍ଥାତ୍ ପବିତ୍ର ହେରା ପଞ୍ଚମୀ । ବିଧି ପରମ୍ପରା ଅନୁଯାୟୀ ଆଡପମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ରୁକ୍ମଣୀ ହରଣ ଏକାଦଶୀ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମହାଲକ୍ଷ୍ମୀଙ୍କ ବିବାହ ହୋଇଥିଲା । ଗଇଁଠାଳ ଫିଟି ନ ଥିବାବେଳେ ମହାପ୍ରଭୁ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଚିକିତ୍ସତ ହେଉଥିଲେ । ଆଉ ସୁସ୍ଥ ହେବା […]

ଓଡିଶା

ପରିବର୍ତ୍ତନ ହେବ ନାହିଁ ଦର୍ପଦଳନ ରଥର ଅଖ

ପୁରୀ : ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅଖରେ ଫାଟ ପ୍ରସଙ୍ଗ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ଜରୁରୀ ବୈଠକର ନିଷ୍ପତ୍ତି । ପରିବର୍ତ୍ତନ କରାଯିବ ନାହିଁ ରଥ ଅଖ । ରଥର ଭାର ସେହି ଚକ ଅଖରେ ନଥାଏ । ଫାଟ କେବଳ ଉପରେ ରହିଛି, ଭିତରେ ନାହିଁ । ଏ ନେଇ ବୈଠକ ପରେ ବୈଷୟିକ କମିଟି ପ୍ରତିକ୍ରିୟା ଦେଇଛି । ବୈଠକ ପରେ ରଥ ନିର୍ମାଣ ବୈଷୟିକ […]

ଓଡିଶା

ବଦଳିବ ଦର୍ପଦଳନ ରଥର ଅଖ ।

ପୁରୀ : ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ଦିନ କେଇଟା ଥିବାବେଳେ ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନର ଅଖରେ ଦେଖିବାକୁ ମିଳିଛି ଫାଟ । ରଥର ପଛପଟରେ ଥିବା ସାନ ଉଛୁଳା ଅଖରେ ଫାଟ ଦେଖିବାକୁ ମିଳିଛି । ଏହି ସାନ ଉଛୁଳା ଉପରେ ରଥର ସମ୍ପର୍ଣ୍ଣ ଭାର ନିର୍ଭର । ତେବେ ଫାଟ ଖବର ପଦାକୁ ଆସିବା ପରେ ଏହାକୁ ଲୁଚେଇବା ପାଇଁ ବଟମ୍ ପ୍ୟାକିଂ ଓ କ୍ଲାମ୍ପ ଫିଟିଂ କରାଯାଇଛି । ଅପରପକ୍ଷେ ଯେହେତୁ […]

ଓଡିଶା କଳା ସଂସ୍କୃତି

ପାରଳାରେ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ

ଗଜପତି : ଚଳିତ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ହେବାକୁ ଥିବା ରଥଯାତ୍ରା ପାଇଁ ରଥଖଳା ଏବେ ଚଳଚଞ୍ଚଳ ହୋଇ ଉଠିଛି । ମହାରଣାମାନେ ରଥ ନିର୍ମାଣ କାମ ଜୋରସୋରରେ ଚଳାଇଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତିନୋଟି ରଥ ନିର୍ମାଣ ହେବା ସହ ରଥଯାତ୍ରା ମହାଆଡ଼ମ୍ବରରେ ପାଳନ ହେବ । ଏହି ଅବସରରେ ବହୁ ଭକ୍ତଙ୍କ ସମାଗମ ହେବ । ତେବେ ରଥଯାତ୍ରା କମିଟି […]

ଓଡିଶା କଳା ସଂସ୍କୃତି

ଶ୍ରୀ ଜଗନ୍ନାଥଙ୍କ ନୂତନ ରଥ ନିର୍ମାଣ ପାଇଁ ରଥ କାଠ ଅନୁକୂଳ

ବେଗୁନିଆପଡା : ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବେଗୁନିଆପଡା ଗ୍ରାମରେ ବିଜେ ଶ୍ରୀ ଜଗନ୍ନାଥଙ୍କ ନୂତନ ରଥ ନିର୍ମାଣ ପାଇଁ ରଥ କାଠ ଅନୁକୂଳ ରତିନିତୀ ଅନୁସାରେ ସମ୍ପନ୍ନ ହୋଇଛି । ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରେ ପୂଜାର୍ଚ୍ଚନା କରି ଆଜ୍ଞମାଳକୁ ବାଦ୍ୟବାଜଣା ସହକାରେ ଆଣି କୁମୁଟି ସାହିରେ ରହିଥିବା ରଥ ଖଳାରେ ପହଂଚି ରଥ କାଠକୁ ପ୍ରସନ୍ନ କୁମାର ପଣ୍ଡା ପୂଜାର୍ଚ୍ଚନା କରିବା ପରେ ବିଶ୍ୱର୍କମା ଚକ୍ରଧର ମହାରଣା କାଠକୁ ବାରିସି ମାଧ୍ୟମରେ ଛେଦନ କରି ଶୁଭାରମ୍ଭ […]

ଓଡିଶା କଳା ସଂସ୍କୃତି

ଶ୍ରୀ ମନ୍ଦିରରେ ଶାକ୍ତ ଗୁଣ୍ଡିଚା । ଅନ୍ୟ ଅର୍ଥରେ ଏହା ଗୁପ୍ତ ଗୁଣ୍ଡିଚା ନାମରେ ପ୍ରସିଦ୍ଧ।

ଶାକ୍ତ ଗୁଣ୍ଡିଚା କହିଲେ ଶ୍ରୀଜଗନ୍ନାଥ ଚେତନାର ଦୁର୍ଗାମାଧବ ଉପାସନାକୁ ବୁଝାଇଥାଏ । ଦୁର୍ଗା ଓ ମାଧବ ଶବ୍ଦ ଦୁଇଟିର ଏକତ୍ର ସମାବେଶ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ ଦେଖିବାକୁ ମିଳେ ଯାହା ଭାରତୀୟ ସଂସ୍କୃତିକୁ ଏକ ଅପୂର୍ବ ଅବଦାନ ଅଟେ । ଉତ୍କଳର ପ୍ରତ୍ୟକ ମାଙ୍ଗଳିକ କାର୍ଯ୍ୟରେ ଦୁର୍ଗା ଓ ମାଧବଙ୍କର ସ୍ମରଣ କରାଯାଇଥାଏ । ପୂର୍ବେ ପ୍ରତ୍ୟେକ ଓଡ଼ିଆ ଘର ଦ୍ୱାର ମାନଙ୍କରେ ଦୁର୍ଗମାଧବ ପଟିରେ ଜଗନ୍ନାଥ ଓ ବିମଳାଙ୍କ ପ୍ରତିମୂର୍ତ୍ତି ଚତୁର୍ଭୁଜା ଦୁର୍ଗା ଶୋଭା ପାଉଥିଲେ […]

ଓଡିଶା କଳା ସଂସ୍କୃତି

ସ୍ନାନଯାତ୍ରାରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । କିନ୍ତୁ ଶ୍ରୀବିଗ୍ରହମାନଙ୍କୁ ସ୍ପର୍ଶ କରି ପାରିବେ ନାହିଁ ଭକ୍ତ ।

ଚଳିତ ବର୍ଷ ସାଆନ୍ତେଙ୍କ ସ୍ନାନଯାତ୍ରାକୁ ଦେଖିପାରିବେ ଭକ୍ତ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଭକ୍ତଙ୍କ ଗହଣରେ ହେବ ସ୍ନାନ ଯାତ୍ରା । ଭକ୍ତମାନେ ପୂର୍ବଭଳି ସ୍ନାନବେଦୀ ତଳ ରାସ୍ତା ଦେଇ ପ୍ରଦିକ୍ଷଣ କରିବା ସହ ହାତୀବେଶକୁ ସ୍ନାନବେଦୀ ଉପରେ ଚଢ଼ି ମହାପ୍ରଭୁଙ୍କ ଦର୍ଶନ କରିବାର ବ୍ୟବସ୍ଥା କରାଯିବ ।  ସେହିପରି ହାତୀ ବେଶ ପରେ ଭକ୍ତ ସ୍ନାନବେଦୀ ଉପରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ […]