ଓଡିଶା

ଅବକାରୀ ଇତିହାସରେ ପ୍ରଥମ, 60 କୁଇଣ୍ଟାଲ ଭାଙ୍ଗ ଜବତ

କଟକ ଜିଲ୍ଲା ଟାଙ୍ଗୀ ଡ୍ରିମସ କଲେଜ ଛକ ନିକଟରେ ଜିଲ୍ଲା ଅବକାରୀ ସ୍କ୍ୱାଡ଼ର ଚଢ଼ାଉ । ଚଢାଉରେ ଏକ ବଡ଼ କଣ୍ଟେନରରୁ ଜବତ ହେଲା 60 କୁଇଣ୍ଟାଲ ଭାଙ୍ଗ । କଟକ ଜିଲ୍ଲା ଅବକାରୀ କମିଶନର ଆଶିଷ ସିଂହ ଏବଂ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ନିର୍ଦେଶ ଓ ଅବକାରୀ  ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲଙ୍କ ପରିଚାଳନାରେ ଏହି ଚଢ଼ାଉ କରାଯାଇଥିଲା । ତେବେ ଜବତ ଭାଙ୍ଗର ଆନୁମାନିକ ମୂଲ୍ୟ 60ଲକ୍ଷ ଟଙ୍କା ହେବ ବୋଲି ପୋଲିସ […]