ଓଡିଶା

୩୦୦ କେଜିର ଗଞ୍ଜେଇ ଜବତ, ୨ ଗିରଫ

ଗଜପତି, (ଏଫ୍ଟୁଏସ୍/ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଅବକାରୀ ବିଭାଗକୁ ମିଳିଛି ସଫଳତା । ଗଜପତି ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ସମୟରେ ରାୟଗଡ଼ ବ୍ଳକର ଜିରାଙ୍ଗ ଓ କଇଁପୁର ମଧ୍ୟରେ ଯାଉଥିବା ଏକ ପିକଅପ୍ ଗାଡ଼ିକୁ ନେଇ ସନ୍ଦେହ ହୋଇଥିଲା । ପାରଳାଖେମୁଣ୍ଡି ସଦର ଅବକାରୀ ଥାନା ଅଧିକାରୀ ଦୟାନିଧି ବାରିକ ଓ ସହକର୍ମୀଙ୍କ ମିଳିତ ଉଦ୍ୟମରେ ଚଢାଉ କରାଯାଇଥିଲା । ଚଢାଉରେ ୩୦୦କେଜିର ଗଞ୍ଜେଇ ଜବତ […]

ଓଡିଶା

୬୨ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ସାଲେପୁର : ଚୋରା ଗଞ୍ଜେଇ ଚାଲାଣକାରୀଙ୍କୁ ଧରିଛି ସାଲେପୁର ଅବକାରୀ ବିଭାଗ ଓ ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗ । ସାଲେପୁର ଅବକାରୀ ବିଭାଗ ଓ ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗର ମିଳିତ ଚଢାଉରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ଚୋରା ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଖଥିଲା ଅବକାରୀ ବିଭାଗ । ନେମାଳ ଥାନା ଗୋପିନାଥପୁର ଗାଁର ସୁଦାମ ଚରଣ ସିଂହ ତିନୋଟି […]

ଓଡିଶା

ଜଟଣୀରୁ ଜବତ ହେଲା ୨୨ କେଜି ଗଞ୍ଜେଇ

ଜଟଣୀ : ଜଟଣୀରେ ଚେର ମେଲାଉଛି ନିଶା କାରବାର । ଏହାକୁ ଦୃଷ୍ଟିରେ ରଖି ଜଟଣୀ ପୋଲିସ ନିଶା କାରବାରକୁ ରୋକିବା ପାଇଁ କଡା ପଦକ୍ଷେପ ଗ୍ରହଣ କରୁଛି । ପୋଲିସ ନିଶା କାରବାର ଉପରେ ତୀକ୍ଷ୍ଣ ନଜର ରଖିଥିବାବେଳେ ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ଥାନାର ଏକ ସ୍ପେଶାଲ ଟିମ୍ ଅଚାନକ ଭାବେ ଜଟଣୀ ନୂଆ ବସ୍ ଷ୍ଟାଣ୍ଡରେ ଚଢାଉ କରି ୨୨ କେଜି ୧୦୦ଗ୍ରାମର ଗଞ୍ଜେଇ ଜବତ କରିଛି । ଘଟଣାରେ ପୋଲିସ […]