ପାରା-ଅଲିମ୍ପିଆନ୍ ପ୍ରମୋଦ ସସପେଣ୍ଡ । ପଦକ ଆଶା ଧୂଳିସାତ୍…
ପ୍ୟାରିସ୍ ପାରା-ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଲାଗିଲା ଶକ୍ତ ଧକ୍କା । ଭାଗ ନେଇପାରିବେନି ଦେଶର ଗର୍ବ ଗୌରବ ଓଡିଆ ପୁଅ ତଥା ଅନ୍ତର୍ଜାତାୟ ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ । ଡୋପ୍ ଟେଷ୍ଟରେ ଧରା ପଡ଼ି ୧୮ ମାସ ପାଇଁ ସସ୍ପେଣ୍ଡ ହୋଇଛନ୍ତି ପ୍ରମୋଦ । ୨୦୨୦ ଟୋକିଓ ପାରା-ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଦେଶବାସୀଙ୍କ ମନ ଜିଣି ନେଇଥିଲେ ପ୍ରମୋଦ । ଆଣ୍ଟି ଡୋପିଂ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ତାଙ୍କୁ ୧୮ ମାସ ପାଇଁ ସସପେଣ୍ଡ କରିଛି […]