ଓଡିଶା ବ୍ୟବସାୟ

ବିସିଇ ସହିତ ଜଡିତ ହୋଇ ନେଟୱାର୍କିଂର ସୁଯୋଗ ପାଇବେ ଉଦ୍ୟୋଗୀ

ଭୁବନେଶ୍ବର : ବିଜନେସ କ୍ଲବ୍ ଅଫ୍ ଏଣ୍ଟରପ୍ରେନରସ (ବିସିଇ) ଭାରତର ପ୍ରଥମ ବିଜନେସ କ୍ଲବ୍ ପକ୍ଷରୁ ବିସିଇ ଉତ୍କଳ କ୍ଲବ ଉଦଘାଟିତ ହୋଇଯାଇଛି । ଏହାର ମୂଳ ଲକ୍ଷ୍ୟ ହେଉଛି ଭାରତରେ ତଥା ଓଡିଶାରେ ୨ ଲକ୍ଷରୁ ଅଧିକ ଉଦ୍ୟୋଗୀଙ୍କ ଆବଶ୍ୟକତାକୁ ପୂରଣ କରିବା । ବିସିଇ ସହିତ ଜଡିତ ଉଦ୍ୟୋଗୀମାନେ ନେଟୱାର୍କିଂ ସୁଯୋଗ, ଜ୍ଞାନ ବାଣ୍ଟିବା, ଦକ୍ଷତା ବିକାଶ, ମେଣ୍ଟରସିପ୍ ଏବଂ ଗାଇଡାନ୍ସ, ସମ୍ବଳ ନିବେଶ, ସହଯୋଗ ଏବଂ ସହଭାଗୀତା, ସମ୍ପ୍ରଦାୟ ଏବଂ ସମର୍ଥନ, ବ୍ରାଣ୍ଡିଂ […]

ଓଡିଶା ବ୍ୟବସାୟ

ଡିଜିଟାଲ୍ ଟ୍ରାନ୍ସଫରମେସନରେ ଏମଜିଂ ଟେକ୍ନୋଲୋଜି ଉପରେ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ଡିଜିଟାଲ୍ ଟ୍ରାନ୍ସଫରମେସନରେ ଏମଜିଂ ଟେକ୍ନୋଲୋଜି ବିଷୟବସ୍ତୁ ଉପରେ ଏକ ଦିନିଆ ଆଇଟି କର୍ମଶାଳା ହୋଟେଲ୍ ସୂର୍ଯ୍ୟାଂଶରେ ଅନୁଷ୍ଠିତ ହୋଇଯାଇଛି । ଗୁପ୍ତା ଇଭେଣ୍ଟସ୍ ମ୍ୟାନେଜମେଣ୍ଟ ଦ୍ୱାରା ଭୁବନେଶ୍ୱରର ଜନତା ମଇଦାନରେ ଚାଲିଥିବା ଆଇଟି ସଫ୍ଟୱେୟାର ଏକ୍ସପୋ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳା ବିଭିନ୍ନ ପୃଷ୍ଠଭୂମିରୁ ବିଶେଷଜ୍ଞ ବ୍ୟବସାୟୀ ଏବଂ ପ୍ରଫେସନାଲମାନଙ୍କୁ ଏକତ୍ର କରିଥିଲା । ସହଭାଗୀତା ଏବଂ ଜ୍ଞାନ ବିନିମୟ ପାଇଁ ସହଯୋଗ ଏବଂ ନେଟୱାର୍କି ସୁଯୋଗ ପାଇଁ ଏହା ଏକ […]