ଓଡିଶା ବ୍ୟବସାୟ

ମହାଦେବ ଗ୍ରିନ୍ସରୁ ଘର କିଣିଲେ ମିଳିବ ୧୯୦ ଗ୍ରାମର ସୁନା କଏନ…

ଭୁବନେଶ୍ୱର : ଉତ୍ସବ ଋତୁକୁ ଦୃଷ୍ଟିରେ ରଖି କଟକର ତ୍ରିଶୁଳିଆ ସ୍ଥିତି ଆଧୁନିକ ଆବାସିକ ପ୍ରକଳ୍ପ ମହାଦେବ ଗ୍ରିନ୍ସ ପକ୍ଷରୁ ଗ୍ରାହକମାନଙ୍କ ଲାଗି ଏକ ସ୍ୱତନ୍ତ୍ର ଓ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି । ଦୁର୍ଗାପୂଜା ଭାବ ଅନୁସାରେ ମହାଦେବ ଗ୍ରିନ୍ସର ପ୍ରତି ଗ୍ରାହକ ବୁକିଂ ଉପରେ ୧୯୦ ଗ୍ରାମର ସୁନା କଏନ ଜିତିବା ଉପହାର ଦେଇଛି । ଏହି ସ୍ୱତନ୍ତ୍ର ଅଫର ମହାଦେବ ଗ୍ରିନ୍ସର ଆକର୍ଷଣ ବଢ଼ାଇବ । ତ୍ରିଶୁଳିଆର ମନମୁଗ୍ଧକର ପରିବେଶରେ ଥିବା ମହାଦେବ […]

ଓଡିଶା ବ୍ୟବସାୟ

ଖୋଲିଲା ତନିସ୍କର ନୂଆ ବ୍ରାଣ୍ଡ ‘ମିଆ ବାୟ ତନିସ୍କ’…

ଭୁବନେଶ୍ୱର : ଭାରତର ପ୍ରମୁଖ ଫ୍ୟାସନେବଲ୍ ଗହଣା ବ୍ରାଣ୍ଡ ‘ମିଆ ବାୟ ତନିସ୍କ’ର ବ୍ରାଣ୍ଡ ନ୍ୟୁ ଷ୍ଟୋର ରାଜଧାନୀରେ ଖୋଲିଯାଇଛି । ଭୁବନେଶ୍ୱର ୟୁନିଟ୍-୩ ଜନପଥ ରୋଡସ୍ଥିତ ନନ୍ଦିଘୋଷ ହାଇଟ୍ସରେ ଖୋଲିଛ ‘ମିଆ ବାୟ ତନିସ୍କ ବୁଟିକ୍’ । ଏହା ମିଆ ବାୟ ତନିସ୍କର ବିଜନେସ୍ ହେଡ୍ ଶ୍ୟାମଳା ରାମାନନ୍ ଏବଂ ଆଞ୍ଚଳିକ ବ୍ୟବସାୟ ମୁଖ୍ୟ (ଗହଣା ଡିଭିଜନ୍) ସୋମପ୍ରଭ କୁମାର ସିଂହ ଏବଂ ଫ୍ରାଞ୍ଚାଇଜି ପାର୍ଟନର ଯୋଗେନ୍ଦ୍ର ହଂସଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି […]

ଓଡିଶା ବ୍ୟବସାୟ ଯ଼ୋଗାଯ଼ୋଗ

ଓଡିଶା ମାର୍କେଟରେ ପ୍ରବେଶ କଲା ଜେ.ଆର୍ ଏଲିଭେଟର୍ସ

(ବ୍ୟୁରୋ ରିପୋର୍ଟ): ହାଇଦ୍ରାବାଦସ୍ଥିତ ଜେ.ଆର୍. ଏଲିଭେଟର୍ସ ଏବେ ଓଡିଶା ମାର୍କେଟରେ ପ୍ରବେଶ କରିଛି । ଆଇଏସ୍ଓ ୯୦୦୧ ସାର୍ଟିଫିକେଟ୍ ହାସଲ କରିଥିବା ଏହି କଂପାନୀ ତାର ଗ୍ରାହକମାନଙ୍କୁ ସବୁବର୍ଗର ଲିଫ୍ଟ ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି । ୨୦୧୬ ମସିହାରେ ହାଇଦ୍ରାବାଦରେ ଏହି କଂପାନୀ ଆରମ୍ଭ ହୋଇଥିଲା । ମାତ୍ର ୮ ବର୍ଷ ମଧ୍ୟରେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଓଡିଶା, କର୍ଣ୍ଣାଟକ ଆଦି ରାଜ୍ୟରେ କଂପାନୀ ତାର ଭଲ କାମ କରିଛି । ଜେ.ଆର୍. […]