ଓଡିଶା ଦେଶ ବିଦେଶ

ବଜେଟରେ ଓଡ଼ିଶାରେ ପର୍ଯ୍ୟଟନକୁ ବିଶେଷ ଗୁରୁତ୍ୱ…

ଚଳିତ ବଜେଟର ଓଡିଶାକୁ ଗୁରୁତ୍ୱ ଦିଆଯାଇଛି । ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଗୁରୁତ୍ୱ ଦେଇଛନ୍ତି ମୋଦୀ ସରକାର । ମନ୍ଦିର, ବନ୍ୟଜନ୍ତୁ, ସାମୁଦ୍ରିକ ସମ୍ପଦ ପାଇଁ ଓଡ଼ିଶା ଜଣାଶୁଣା । ତେଣୁ ଓଡ଼ିଶାରେ ପର୍ଯ୍ୟଟନକୁ ବିଶେଷ ଗୁରୁତ୍ୱ ଦିଆଯିବ । ବିଶେଷ କରି ପ୍ରାକୃତିକ ଶୋଭାର ସମୃଦ୍ଧ ଓଡିଶାର ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ବେଳାଭୂମି ଗୁଡିକ ପର୍ଯ୍ୟଟନର ମୁଖ୍ୟ ଆଧାର ହୋଇଥିବାରୁ ଏହାକୁ ବିଶେଷ ଗୁରୁତ୍ୱ ଦିଆଯିବ । ଏହାକୁ ବିଶ୍ୱର ଏକ ମୁଖ୍ୟ ପର୍ଯ୍ୟଟନ ଗନ୍ତବ୍ୟ ସ୍ଥଳ […]

ଦେଶ ବିଦେଶ

ସୁନା ଓ ରୁପା ଉପରୁ କଷ୍ଟମ ଡ୍ୟୁଟି ୬% ହ୍ରାସ…

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ସପ୍ତମ ବଜେଟ ଉପସ୍ଥାପନ କରିଛନ୍ତି । ଆଗକୁ ବାହାଘର ସିଜିନ ଆସୁଥିବା ବେଳେ ସୁନା, ରୁପା, ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି କମିବ । ସୁନା ଓ ରୁପା ଉପରୁ କଷ୍ଟମ ଡ୍ୟୁଟି ୬% ହ୍ରାସ ହେବ । ପ୍ଲାଟିନମ ଉପରୁ ମଧ୍ୟ କଷ୍ଟମ ଡ୍ୟୁଟି ୬.୪% ହ୍ରାସ କରାଯିବ । ସେହିପରି ମୋବାଇଲ ଫୋନ ଏବଂ ଚାର୍ଜର, ବ୍ୟାଟେରୀ ଶସ୍ତା କରିବାକୁ ଅର୍ଥମନ୍ତ୍ରୀ […]

ଦେଶ ବିଦେଶ

ବଢ଼ିଲା ମୁଦ୍ରା ଲୋନ୍‌ । ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା…

ବଢ଼ିଲା ମୁଦ୍ରା ଲୋନ୍‌ । ଚଳିତ ବଜେଟରେ ମୁଦ୍ରା ଲୋନକୁ ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଏହି ଲୋନ୍‌ ପାଇପାରିବେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ମୁଦ୍ରା ଲୋନ ଏକ ସରକାରୀ ଯୋଜନା । ଯେଉଁ ମାଧ୍ୟମରେ ଉଦ୍ଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ କରାଯାଇଥାଏ । ଏହା ଅଧୀନରେ ୩ଟି ଶ୍ରେଣୀ ରହିଛି । ଶିଶୁ( ୫୦ ହଜାର ଟଙ୍କା), […]

ଦେଶ ବିଦେଶ

ବିହାର, ଆନ୍ଧ୍ର, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଏବଂ ସିକିମ ପାଇଁ ବିଶେଷ ଘୋଷଣା…

ବଜେଟ୍‌ ପେଡିରେ ବିହାର, ଆନ୍ଧ୍ର, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଏବଂ ସିକିମ ପାଇଁ ବିଶେଷ ଘୋଷଣା । ବିହାରରେ ନୂଆ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ ଅନୁଦାନ ମିଳିବ । ଆନ୍ଧ୍ରପ୍ରଦେଶ ପାଇଁ ବି ବିଶେଷ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଆନ୍ଧ୍ରପ୍ରଦେଶକୁ ୧୫,୦୦୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ପୋଲାଭରମ ଆନ୍ଧ୍ରର ଜୀବନ ରେଖା । ତେଣୁ ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଆନ୍ଧ୍ରପ୍ରଦେଶ […]

ଦେଶ ବିଦେଶ

ଚାଷୀଙ୍କ ପାଇଁ ପ୍ରତିଷ୍ଠା ହେବ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର…

୨୦୨୪-୨୫ ବଜେଟରେ ଗରିବ, ମହିଳା, ଚାଷୀ ଏବଂ ଯୁବବର୍ଗଙ୍କୁ ଗୁରୁତ୍ବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ ବଢ଼ାଯାଇଛି । ୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି, ସୁଦକ୍ଷ ପାଇଁ ଲକ୍ଷ ରଖାଯାଇଛି । ମୁଦ୍ରାସ୍ପିତୀ ୪ ପ୍ରତିଶତ ରଖିବାକୁ ଆକଳନ । ଶିକ୍ଷା, ରୋଜଗାର ଓ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ । ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧ ଲକ୍ଷ ୪୮ ହଜାର କୋଟି ବ୍ୟବସ୍ଥା । ଚାଷୀଙ୍କୁ […]

ଦେଶ ବିଦେଶ

କେନ୍ଦ୍ର ବଜେଟ୍ । ଏମ୍ଏସ୍ଏମ୍ଇ ଉପରେ ଗୁରୁତ୍ବ…

ଦେଶର ଅଭିବୃଦ୍ଧି ମୂଳ ଆଧାରର ଏକ ଅଂଶ ତଥା ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) କୁ ପ୍ରୋତ୍ସାହିତ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ଦିଗରେ ବିଶେଷ ଘୋଷଣା କରିଛନ୍ତି । ଏମ୍ଏସ୍ଏମଇ୍ ରେ ବିଶେଷ ରିହାତି କାରଣରୁ ପ୍ରତିରକ୍ଷା, ଇଲେକ୍ଟ୍ରୋନିକ୍ସ ଏବଂ ବୈଦ୍ୟୁତିକ ଯାନ (ଇଭି) ଉତ୍ପାଦନରେ ଅଭିବୃଦ୍ଧି ହେବ ବୋଲି ଆଶା କରାଯାଇଛି । ସଂସଦରେ ଆଗତ ହୋଇଛି ୨୦୨୪-୨୫ ବର୍ଷ ପାଇଁ ବଜେଟ୍ । ସମସ୍ତ ଔପଚାରିକତା ଶେଷ […]

ଦେଶ ବିଦେଶ ବ୍ୟବସାୟ

ସେୟାର ମାର୍କେଟ୍ ଉପରମୁହାଁ…

ଆଜି ସଂସଦରେ ଉପସ୍ଥାପନ ହେଉଛି ୨୦୨୩-୨୪ର ଆର୍ଥିକ ବଜେଟ୍‌ । ଏହା ପୂର୍ବରୁ ସେୟାର ମାର୍କେଟ୍ ଉପରମୁହାଁ ହୋଇଛି । BSE ସେନସେକ୍ସ ପୁଣି ଥରେ ୭୭୩.୬୯ ପଏଣ୍ଟ ବୃଦ୍ଧି ପାଇ ୬୦,୨୦୫ ଖୋଲିଥିଲା । ସେହିପରି NSE ନିଫ୍ଟିରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି । ନିଫ୍ଟି ୨୨୬.୩୫ ପଏଣ୍ଟ ହାସଲ କରି ୧୭,୮୯୧.୯୫ ରେ ଖୋଲିଥିଲା । ଆଜି ବଜେଟ୍‌ ଉପସ୍ଥାପନ ପୂର୍ବରୁ BSEରେ ସାମିଲ ୩୦ଟି ଶେଆର ଗ୍ରୀନ୍‌ ସଙ୍କେତ ଦେଇ ଖୋଲିଥିଲା […]

ଓଡିଶା

ସମଗ୍ର ଓଡିଶା ରେଳପଥ ସହ ସଂଯୋଗ ହେବାର ସ୍ୱପ୍ନ ପୁରଣ ହେବ : ଦିଲ୍ଲୀପ ମଲ୍ଲିକ

ଦେଶ ସ୍ୱାଧୀନତା ପରଠାରୁ ୨୦୧୪ ମସିହା ପର୍ଯ୍ୟନ୍ତ ରେଳବାଇ କ୍ଷେତ୍ରରେ ଓଡିଶା ରାଜ୍ୟ ସର୍ବଦା ଅବହେଳିତ ହୋଇ ଆସୁଥିଲା । ପ୍ରାକୃତିକ ସଂପଦ ଓ ସୌନ୍ଦର୍ଯ୍ୟ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଭରପୁର ଓଡିଶା ରାଜ୍ୟର ବିକାଶ ପାଇଁ ରେଳବାଇ କ୍ଷେତ୍ରର ବିକାଶ ଅନିବାର୍ଯ୍ୟ ଏବଂ ଏହାକୁ ସଠିକ୍ ଆକଳନ କରି କେନ୍ଦ୍ରରେ ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ କ୍ରମାଗତ ଭାବେ ପ୍ରତିବର୍ଷ ବଜେଟରେ ବ୍ୟାପକ ମାତ୍ରାର ଆର୍ଥିକ ବ୍ୟୟବରାଦ କରିଆସୁଛନ୍ତି । ଚଳିତ ବର୍ଷ […]