ଭୁବନେଶ୍ୱରରେ ବିଏସ୍ଏଚ୍ ହୋମ୍ ଆପ୍ଲାଏନ୍ସର ପ୍ରଥମ ବୋସ୍ ଏବଂ ସିମେନ୍ସ ବ୍ରାଣ୍ଡ୍ ଷ୍ଟୋର …
ଭୁବନେଶ୍ୱର : ଘରୋଇ ଉପକରଣ ଶିଳ୍ପରେ ବିଏସ୍ଏଚ୍ ହାଉସେରାଟେ ଜିଏମବିଏଚର ସହାୟକ ସଂସ୍ଥା ବିଏସ୍ଏଚ୍ ହୋମ୍ ଆପ୍ଲାଏନ୍ସ ପ୍ରାଇଭେଟ୍ ଲିମିଟେଡ୍ ଓଡ଼ିଶାର ‘ମନ୍ଦିର ମାଳିନୀ ସହର ଭୁବନେଶ୍ୱରରେ ଏହାର ପ୍ରଥମ ବୋସ୍ ଏବଂ ସିମେନ୍ସ ବ୍ରାଣ୍ଡ୍ ଷ୍ଟୋର ପୁରୀ ବାଇପାସ୍ ରୋଡ୍ ସ୍ଥିତ ସାଇ ମନ୍ଦିର ଛକ ନିକଟରେ ଖୋଲିଛି । ଏହି ବ୍ରାଣ୍ଡ୍ ଷ୍ଟୋରର ଉଦଘାଟନ ସମଗ୍ର ଭାରତର ବଜାରଗୁଡ଼ିକରେ ପ୍ରିମିୟମ୍ ହୋମ୍ ଆପ୍ଲାଏନ୍ସର ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ ବିଏସ୍ଏଚର ପଦକ୍ଷେପକୁ ପ୍ରତିଫଳିତ […]