ଓଡିଶା

୧୫ ଲକ୍ଷ ଟଙ୍କାରେ ହେରୋଇନ ଜବତ…

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ଦିନକୁ ଦିନ ବ୍ୟାପକ ପରିମାଣରେ ବ୍ରାଉନ ସୁଗାର ଓ ହେରୋଇନ କାରବାର ବଢିବାରେ ଲାଗିଛି । ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବ୍ୟାପକ ପରିମାଣର ଧଳାଜହର ଜବତ କରାଯାଉଥିଲେ ମଧ୍ୟ ଏହାର କାରବାର ବନ୍ଦ ହେବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି । ଏ ନେଇ ବିଳମ୍ବିତ ରାତିରେ ଜିଲ୍ଲା ଅବକାରୀ ବିଭାଗ ସଦର ଥାନା ଅନ୍ତର୍ଗତ ପୁରୁଣା ଗଡ ନିକଟରେ ଚଢାଉ […]

ଓଡିଶା

ଜଟଣୀରୁ ୧୦ ଗ୍ରାମର ବ୍ରାଉନସୁଗାର ଜବତ

ଜଟଣୀ: ଜଟଣୀରେ ଦିନକୁ ଦିନ ବଢିବାରେ ଲାଗିଛି ଧଳା ଜହର କାରବାର । ଜଳେଶ୍ବରରୁ ବ୍ରାଉନସୁଗାର ଆଣି ଜଟଣୀରେ ବେଆଇନ ଭାବେ  ବେପାର କରୁଛନ୍ତି ଧଳାଜହର ବେପାରୀ । କିଛିଦିନ ତଳେ ଜଟଣୀ ପୋଲିସ ହାତରେ ଜଣେ ଧଳାଜହର ବେପାରୀ ଗିରଫ ହୋଇଥିବାବେଳେ ଏହି ଘଟଣାକୁ ସପ୍ତାହେ ନ ପୂରୂଣୁ ପୁଣି ପୋଲିସର ଧରପଗଡ ଆରମ୍ଭ ହୋଇଛି । ଫଳରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି । […]