ଓଡିଶା

ଭୁସୁଡ଼ିଲା ନିର୍ମାଣାଧୀନ କେନାଲ ବ୍ରିଜ; ଅଳ୍ପକେ ବର୍ତିଲେ ଶ୍ରମିକ

ନୀଳଗିରି, ୧୧/୧୨ (ସଚିଦାନଁଦ ପାତ୍ର) : ନଦୀ ସଂଯୋଗୀକରଣ ଯୋଜନାରେ ହେଉଥିବା କେନାଲରର ଏକ କଲଭର୍ଟର ପାର୍ଶ୍ୱ ପିଲାର ଭୁଶୁଡ଼ି ଯିବାରୁ ଅଳ୍ପକେ ବର୍ତୀଯାଇଛନ୍ତି ଶ୍ରମିକ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅନ୍ତର୍ଗତ ସନ୍ତରାଗଡିଆ ନିକଟରେ । ନୀଳଗିରି ଦେଇ ଯାଉଥିବା ସାଳନ୍ଦୀ କେନାଲରେ ଅସ୍ତିଆ ଛକ ନିକଟରେ ନିର୍ମାଣାଧିନ ବ୍ରିଜ ସକାଳେ ଭୁସୁଡ଼ି ଯାଇଛି । ଏଥିରେ କେନାଲ ଉପରେ ନିର୍ମାଣାଧୀନ ବ୍ରିଜର କଟଅଫ ୱାଲଟି ସଂପୂର୍ଣ୍ଣ ଭାବେ ଗଡି […]