ଓଡିଶା

ଦିବଗଂତଙ୍କ ସ୍ମୃତିରେ ରକ୍ତଦାନ ଶିବିର ଆୟୋଜିତ…

ବ୍ୟୁରୋ ରିପୋର୍ଟ, ୦୯/୧୨ : ସୁବାଷ ବୋଷ ୟୁଥ୍ କ୍ଲବ ଆନୁକୂଲ୍ୟରେ ୩୨ ତମ ବାଲିଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା ଦିବଗଂତ ପରେଶ ଚନ୍ଦ୍ର ସାହୁ, ଦିବଗଂତ କୁଶ ଚନ୍ଦ୍ର ବେହେରା, ଦିବଗଂତ ଏନ୍. ଦେବାନନ୍ଦ ରାଓଙ୍କ ସ୍ମୃତିରେ ତଥା କିମିଟିର ସହମତିରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ରଙ୍ଗାରଙ୍ଗା କାର୍ଯ୍ୟକ୍ରମକୁ ଟିକେ ବିରତି ଦେଇ ଗରିବ ଲୋକକଲ୍ୟାଣ ଉଦ୍ଦେଶ୍ୟରେ ରକ୍ତଦାନ ଶିବିର ସହିତ […]