ଓଡିଶା

ପ୍ରଶାସନର ନିମ୍ନମାନର କାମ, ଚାଲିଗଲା ବାଳକର ଜୀବନ

ବେଗୁନିଆପଡା (ବାପୁନି କୁମାର ମାଲୁ): ବାରମ୍ବାର ଅଭିଯୋଗ ପରେ ବି ଶୁଣିଲାନି ପ୍ରଶାସନ । ଶେଷରେ ନିମ୍ନମାନର କାମ ପାଇଁ ବଳିପଡିଗଲା ଜଣେ ବାଳକର ଜୀବନ । ନିଜ କୁନି ପୁଅକୁ ହରାଇ ବିକଳ ହୋଇ କାନ୍ଦୁଛି ମା । ପଞ୍ଚମ ଶ୍ରେଣୀର ଗୋଟେ କୁନି ବାଳକର ବିୟୋଗରେ ଗାଁରେ ସୃଷ୍ଟି ହୋଇଛି ଶୋକାକୂଳ ପରିବେଶ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ତୁଳସୀପୁର ଗାଁରେ ଥିବା ଏକ ବାତ୍ୟା […]