ଜାତିପ୍ରଥା ସାଜିଛି ବଇରୀ । ମା’ର ଶବ ଖୋଜୁଛି ନ୍ୟାୟ । ଶବ ସତ୍କାର ହେଇଗଲା, ହେଲେ ଏବେବି ଅନ୍ଧନୀତି ବଞ୍ଚି ରହିଗଲା…
ମା’ର ଶବ ଖୋଜୁଛି ନ୍ୟାୟ । ସମାଜରେ ଜାତିପ୍ରଥାକୁ ନେଇ ଏ କି ପ୍ରକାର ନିୟମ ଚାଲିଛି । ଏକବିଂଶ ଶତାବ୍ଦୀରେ ଆମେ ବଞ୍ଚୁଛେ, ଯେଉଁଠାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଏକ ବୋଲି କହୁଛେ । ହେଲେ ଏହାକୁ ଆମେ କେତେ ମାନୁଛେ । ଘର ଭିତରେ ଶବ ହୋଇ ପଡିରହିଥିଲା ମା’ । ହେଲେ ଝିଅ ଅନ୍ୟ ଜାତିରେ ବିବାହ କରିଛି ବୋଲି ମା’ର ଶବକୁ ଛୁଇଁବାକୁ ଦେଲେନି ଗାଁ ଲୋକ […]