ଓଡିଶା

ଜାତୀୟ ଉପଭୋକ୍ତା ଦିବସ ୨୦୨୩ ପାଳିତ…

ବୌଦ୍ଧ, ୨୫/୧୨ (କୃପା ସିନ୍ଧୁ ସୁନା) : ବୌଦ୍ଧ ଜିଲ୍ଲା ଜାତୀୟ ଉପଭୋକ୍ତା ଦିବସ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଖାଉଟି ଅଧିକାର, କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର ଅଧିକାରୀମାନେ ଏବଂ ଇଓଉଡଉ ର ରାଜ୍ୟ ଉପସଭାପତି କୁନା ଦିଗାଲ ଖାଉଟି ଉପଭୋକ୍ତାମାନେ କିପରି ଅଧିକ […]

ଓଡିଶା

୬୪ ତମ ରାଜ୍ୟସ୍ତରୀୟ ମାଁ ସମଲେଶ୍ୱରୀ ଫୁଟବଲ୍ ଟୁର୍ନାମେଂଟ୍ ଉଦଯାପିତ…

ବୌଦ୍ଧ, ୧୧/୧୨ (ସଚ୍ଚିକାନ୍ତ ସୁନା) : ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ୍ ଘଂଟାପଡ଼ାସ୍ଥିତ ସମଲେଶ୍ୱରୀ ହାଇସ୍କୁଲର ଆଦର୍ଶ ଖେଳ ପଡ଼ିଆରେ ଚାଲିଥିବା ୬୪ ତମ ରାଜ୍ୟସ୍ତରୀୟ ମାଁ ସମଲେଶ୍ୱରୀ ଫୁଟବଲ୍ ଟୁର୍ନାମେଂଟ୍ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳରେ ବୌଦ୍ଧ ଜିଲ୍ଲାର ଟାଟରକେଲାକୁ ହରାଇ ବରଗଡ଼ ଦଳ ଚଳିତବର୍ଷ ଚମ୍ପିଆନ ହୋଇଛି । ରବିବାର ଫାଇନାଲ ମ୍ୟାଚରେ ଟାଟରକେଲା ସହିତ ବରଗଡ଼ଦଳ ମଧ୍ୟରେ ଖେଳ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ଦେଇ […]

ଓଡିଶା

ଆବାସ ଯୋଜନାରେ ୱାର୍କ ଅର୍ଡର୍ ମିଳିଥିଲେ ବି ଅପର୍ଣ୍ଣା ବେହେରାଙ୍କୁ ମିଳୁନି ଅର୍ଥ…

ବୌଦ୍ଧ, ୪/୧୨ (ନି.ପ୍ର.) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅଡ଼େଣିଗଡ଼ ପଂଚାୟତ ଅନ୍ତର୍ଗତ ରାଣୀଗଞ୍ଜ ଗ୍ରାମରେ ରହୁଥିବା ଅପର୍ଣ୍ଣା ବେହେରାଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଆବାସ ଗୃହର ୱାର୍କ ଅର୍ଡର୍ ମିଳିଥିଲେ ମଧ୍ୟ ହରଭଙ୍ଗା ବ୍ଲକ୍ ଗୋଷ୍ଠୀ ଉନୟନ ଅଧିକାରିଣୀ ସ୍ୱପ୍ନିତା ନାୟକ କେଉଁ ସ୍ୱାର୍ଥ୍ୟରେ ଏହାକୁ ଚାପି ରଖିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିଧବା ବୃଦ୍ଧ ମହିଳା ଜଣଙ୍କ ଘର ଖଣ୍ଡେ ନ ପାଇ ଥିବାରୁ ସରକାରଙ୍କୁ ଆବେଦନ କରିଥିଲେ […]

ଓଡିଶା

କଂଟାମାଳ ବ୍ଲକ୍ ଯାମୁମାଳଠାରେ ରକ୍ତଦାନ ଶିବିର ଅନୁଷ୍ଠିତ…

ବୌଦ୍ଧ, ୪/୧୨ (ନି.ପ୍ର.) : ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ୍ ଶିମିଳିପଦର ପଂଚାୟତ ଅନ୍ତର୍ଗତ ଯାମୁମାଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଯାଇଛି । ଅଂଚଳର ଯୁବ ସଂଗଠନର ଉଦ୍ୟମକ୍ରମେ ଅନୁଷ୍ଠିତ ଶିବିରରେ ମୋଟ ୭୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଶ୍ରୀକାନ୍ତ ମିଶ୍ର ଯୋଗ ଦେଇଥିବା ବେଳେ ଶିମିଳିପଦର ପଂଚାୟତର ପୂର୍ବତନ ସରପଂଚ ପ୍ରଫୁଲ୍ଲ ପ୍ରଧାନ, ଓମ୍ ପ୍ରକାଶ ମିଶ୍ର, ଅନିଲ କୁମାର ପ୍ରଧାନ […]

ଓଡିଶା

ଅଁଳାପାଲିରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଅଁଳାପାଲି ପଞ୍ଚାୟତ ଅନ୍ତର୍ଗତ ଗ୍ରାମୀଣ ପାଠାଗାରରେ ସରପଞ୍ଚ ଅଜିତ ମେହେରଙ୍କ ସଭାପତିତ୍ବରେ ସ୍ୱଚ୍ଛତା ହିଁ ସେବା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରକାରଙ୍କ ତଫରୁ ଆସିଥିବା PHDMA କମିଟିର ସଦସ୍ୟ ଫୁଲମଣୀ ଲାକ୍ରା ଓ ମୋନାଲିସା ନାଏକ ଉପସ୍ଥିତ ଥିଲେ । ଏହି ଅବସରରେ ଦନ୍ତାପାଲିରେ ଥିବା ଗ୍ରାମୀଣ ପାଠାଗାର ପରିସର ସଫେଇ କରାଯାଇଥିଲା । ସଫେଇ କାର୍ଯ୍ୟକ୍ରମରେ ସ୍ଵୟଂ ସହାୟକ ଗୋଷ୍ଠୀ ରାମେଶ୍ବରର ସଭାପତି ରଞ୍ଜିତା ବାରିକ, ଅନଷୂୟା କର୍ଣ୍ଣ, ସବିତା ସାହୁ, ଅଞ୍ଜଳି ହାତୀ, […]

ଓଡିଶା

ବୌଦ୍ଧ ବ୍ଲକ୍ ବାଉଁଶୁଣିରେ ୩୦୦ ଫୁଟ୍ ଲମ୍ବ ତ୍ରିରଙ୍ଗା ଯାତ୍ରା

ବୌଦ୍ଧ: ବୌଦ୍ଧ ବ୍ଲକ୍ ବାଉଁଶୁଣି ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜାଦି କା ଅମୃତ୍ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ଡ଼ ରାଜେଶ୍ ତ୍ରିପାଠୀଙ୍କ ନେତୃତ୍ଵରେ ବିଦ୍ୟାଳୟର ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ଶିକ୍ଷକ, ଶିକ୍ଷୟତ୍ରୀମାନେ ସାମିଲ୍ ହୋଇ ଏକ ୩୦୦ ଫୁଟ୍ ଲମ୍ବର ତ୍ରିରଙ୍ଗା ଯାତ୍ରା କରିଥିଲେ । ଏହି ଶୋଭାଯାତ୍ରା ବିଦ୍ୟାଳୟରୁ ବାହାରି ନଗର ପରିକ୍ରମା କରିଥିଲା । ପରେ ଆୟୋଜିତ ସଭାରେ ଛାତ୍ରଛାତ୍ରୀଙ୍କୁ ହର୍ […]

ଓଡିଶା

ରଖେ ହରି ତ ମାରେ କିଏ ! ବିନା ପାରିଶ୍ରମିକରେ କ୍ଷତାକ୍ତ ବଦଳର ରକ୍ଷା କଲେ ପ୍ରାଣୀ ଚିକିତ୍ସକ

ରଖେ ହରି ତ ମାରେ କିଏ । ବୌଦ୍ଧ ଜିଲ୍ଲା ଗୋଛାପଡା ଗ୍ରାମପଂଚାୟତ ଅନ୍ତର୍ଗତ ତ୍ରିବେଣୀପୁର ଗ୍ରାମର ଗିରିଶ ଛତ୍ରଙ୍କ ବଳଦକୁ କେହି ଦୁର୍ବୁତ୍ତ ଅତି ଅମାନୁଷିକ ଭାବେ ବର୍ଛା ମାରି ଦେଇଥିଲେ । ଫଳରେ ବଳଦଟି ଯନ୍ତ୍ରଣାରେ ଛଟପଟ ହେଉଥିଲା । ଏ ବାବଦରେ ଖବର ପାଇ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡା ପ୍ରଫୁଲ୍ଲ କୁମାର ନାୟକଙ୍କ ନେତୃତ୍ୱରେ ଏକ ପ୍ରାଣୀ ଚିକିତ୍ସକ ଦଳ ତ୍ରିବେଣୀପୁର ଗ୍ରାମରେ ପହଞ୍ଚି ବଳଦର ସଫଳ ଅସ୍ତ୍ରୋପଚାର କରିଛନ୍ତି । […]

ଓଡିଶା

ଜାତିପ୍ରଥା ସାଜିଛି ବଇରୀ । ମା’ର ଶବ ଖୋଜୁଛି ନ୍ୟାୟ । ଶବ ସତ୍କାର ହେଇଗଲା, ହେଲେ ଏବେବି ଅନ୍ଧନୀତି ବଞ୍ଚି ରହିଗଲା…

ମା’ର ଶବ ଖୋଜୁଛି ନ୍ୟାୟ । ସମାଜରେ ଜାତିପ୍ରଥାକୁ ନେଇ ଏ କି ପ୍ରକାର ନିୟମ ଚାଲିଛି । ଏକବିଂଶ ଶତାବ୍ଦୀରେ ଆମେ ବଞ୍ଚୁଛେ, ଯେଉଁଠାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଏକ ବୋଲି କହୁଛେ । ହେଲେ ଏହାକୁ ଆମେ କେତେ ମାନୁଛେ । ଘର ଭିତରେ ଶବ ହୋଇ ପଡିରହିଥିଲା ମା’ । ହେଲେ ଝିଅ ଅନ୍ୟ ଜାତିରେ ବିବାହ କରିଛି ବୋଲି ମା’ର ଶବକୁ ଛୁଇଁବାକୁ ଦେଲେନି ଗାଁ ଲୋକ […]

ଓଡିଶା ଦେଶ ବିଦେଶ

କାଲିଠୁ ରାଜ୍ୟରେ ତାତିରୁ ମିଳିବ ନିସ୍ତାର, ସପ୍ତାହ ଯାଏଁ ଦେଶର ବିଭିନ୍ନ ସ୍ଥାନରେ ହିଟ୍ ୱେଭ ଜାରି

ରାଜ୍ୟରେ କ୍ରମାଗତ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ହେଲେ କାଲିଠୁ ଅସହ୍ୟ ତାତିରୁ ଆଶ୍ବସ୍ତି ମିଳିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ ବିଭାଗର ସୂଚନା ଅନୁସାୟୀ, ବଙ୍ଗୋପସାଗରର ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରୁ ଜଳୀୟବାଷ୍ପ ବାୟୁ ପ୍ରବେଶ କରୁଛି । ଏହାର ପ୍ରଭାବରେ କାଲିଠୁ ଆସନ୍ତା ୩ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ୨ରୁ ୩ […]

ଓଡିଶା କଳା ସଂସ୍କୃତି

ଜାଣନ୍ତୁ ଦଣ୍ଡନାଚର ମହତ୍ତ୍ବ !

ପ୍ରତିବର୍ଷ ଚୈତ୍ର ମାସରେ ଆରମ୍ଭ ହୋଇଥାଏ ଦଣ୍ଡଯାତ୍ରା । ବୌଦ୍ଧ ଜିଲ୍ଲାରେ କିପରି ଚାଲିଛି ଦଣ୍ଡଯାତ୍ରା ଆସନ୍ତୁ ଦେଖିବା ଆମର ଏଇ ରିପୋର୍ଟ । ବୌଦ୍ଧ ଜିଲ୍ଲାରେ ଦଣ୍ଡଯାତ୍ରା ବେଶ୍ ଧୁମ୍ ଧାମର ସହ ପାଳନ କରାଯାଏ । ଏହି ପର୍ବରେ ମିଶିଥିବା ଭକ୍ତଙ୍କୁ ଦଣ୍ଡୁଆ ବା ଭୋକ୍ତା କୁହାଯାଏ । ଭୋକ୍ତାମାନେ ବହୁ କଷ୍ଟ କରି ଶରୀରକୁ ଦଣ୍ଡ ଦେଉଥିବାରୁ ଏହାକୁ ଦଣ୍ଡନାଚ କୁହାଯାଏ । ଦଣ୍ଡ ନାଚରେ ମିଶିବାଦ୍ୱାରା ମା’କାଳୀଙ୍କ କୃପାରୁ ପାପ ଓ […]