ଓଡିଶା

୧୪ ଦିନରେ ଗଲାଣି ୧୦ଜଣ ଶିଶୁଙ୍କ ଜୀବନ, ଅନ୍ଧାରରେ ବାଡି ବୁଲାଉଛି ସ୍ବାସ୍ଥ୍ୟ ବିଭାଗ

ବୋରିଗୁମ୍ମା ବ୍ଲକରେ ଥମୁନି ନବଜାତ ଶିଶୁ ମୃତ୍ୟୁ ମାମଲା । ତଦନ୍ତ ପାଇଁ ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ଚିଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଟିମ୍ । ଟିମ୍ ମେମ୍ବରମାନେ ହେଲେ ଏପିଡେମିଓ ଲୋଜିଷ୍ଟି ସୁନିତା ଜେନା, CDMO ଦାଇତ୍ୱରେ ଥିବା ଡାକ୍ତର ପ୍ରଶାନ୍ତ କୁମାର ସାମଲ, DHHର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଦୁର୍ଗାପ୍ରସାଦ ପାତ୍ର । ବୋରିଗୁମ୍ମା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ପହଞ୍ଚି ଉକ୍ତ ଟିମ୍ ନବଜାତ ଶିଶୁ ମୃତ୍ୟୁର ସମସ୍ତ ରିପୋର୍ଟକୁ […]