ବୋରିଗୁମ୍ମାକୁ ମିଳିଲା ଏନ୍ଏସି ମାନ୍ୟତା…
କୋଟପାଡ (ସୁନୀଲ ଦାଶ) : ଦୀର୍ଘ ବର୍ଷର ଦାବି ପରେ ବୋରିଗୁମ୍ମାବାସୀଙ୍କ ପାଇଁ ଆସିଛି ଖୁସିର ଖବର । ବୋରିଗୁମ୍ମାକୁ ମିଳିଛି ବିଜ୍ଞାପିତ ଅଞ୍ଚଳର ମାନ୍ୟତା । ରାଜ୍ୟ ସରକାର ରାଜ୍ୟର ୩୪ ଟି ଗ୍ରାମାଞ୍ଚଳକୁ ଏନ୍ଏସି ମାନ୍ୟତା ଘୋଷଣା କରିଛନ୍ତି । ଏହି ତାଲିକାରେ ବୋରିଗୁମ୍ମା ମଧ୍ୟ ସାମିଲ ରହିଛି । ୨0୧୬ ମସିହାଠାରୁ ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ବୋରିଗୁମ୍ମାକୁ ଏନ୍ଏସିର ମାନ୍ୟତା ଦେବାପାଇଁ ବିଧାନସଭାରେ ଲିଖିତ ଓ ମୌଖିକ ଦାବି ଉପସ୍ଥାପନା […]