ଓଡିଶା

ରୌପ୍ୟ ଜୟନ୍ତୀ ପୁସ୍ତକମେଳା ନିମନ୍ତେ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ…

ଜଗତସିଂହପୁର, ୨୬/୧୨ (ରୀତା ସାହୁ) : ଜଗତସିଂହପୁର ସାଂସ୍କୃତିକ ପରିଷଦ ଦ୍ୱାରା ଆଗାମୀ ୨୦୨୪ ଜାନୁଆରୀ ୧୫ ରୁ ୨୧ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ୨୫ତମ ଜଗତସିଂହପୁର ପୁସ୍ତକମେଳା (ରୌପ୍ୟ ଜୟନ୍ତୀ) ପାଳନ ନିମନ୍ତେ ଭୂମିପୂଜା କାର୍ଯ୍ୟକ୍ରମ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ସାରଦା ପ୍ରସନ୍ନ ମିଶ୍ର ଦ୍ୱାରା ପୂଜାର୍ଚ୍ଚନା କରାଯିବା ସହିତ ସେଠାରେ ଶୁଭ ସ୍ତମ୍ଭ ସ୍ଥାପନା କରାଯାଇଛି । ଏହି ଅବସରରେ ସାଂସ୍କୃତିକ ପରିଷଦର […]