ଓଡିଶା କଳା ସଂସ୍କୃତି

ପ୍ରୋତ୍ସାହନ ଅଭାବରୁ ହଜିବାକୁ ବସିଲାଣି ସିଂଘ କାମ…

ଗଜପତି, ୨୮/୦୬ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ସିଂଘକାମ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଛି । ସିଂଘ କାରିଗର ମାନେ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ୱ ବର୍ଷ ହେଲା ତାଙ୍କର ଏହି କୌଳିକ ବୃତ୍ତି ସିଂଘ କାମକୁ ବଞ୍ଚାଇ ରଖିଛନ୍ତି । ମାଛ, ବଗ, ଚଢେଇ, ପାନିଆ, ଚିଙ୍ଗୁଡ଼ି, ମୟୁର, ଜଗନ୍ନାଥ, ଡଙ୍ଗା, ହାତୀ ଏହି ଭଳି ବିଭିନ୍ କାରୁକାର୍ଯ୍ୟ ନିଖୁଣ ଭାବେ ସିଂଘରେ ତିଆରି କରୁଛନ୍ତି । ପର୍ଯ୍ୟଟକ […]